Latest Odisha News

BREAKING NEWS

ସମ୍ବଲପୁରରୁ ଜବତ ହେଲା ବିପୁଳ ପରିମାଣର କଫସିରଫ ଓ ନିଶା ଟାବଲେଟ; ୪ ଗିରଫ 

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରୁ ଜବତ ହୋଇଛି ବିପୁଳ ପରିମାଣର କଫସିରଫ ଓ ନିଶା ଟାବଲେଟ। ଘଟଣାରେ ସମ୍ପୃକ୍ତି ଜଣାଇ ସମ୍ବଲପୁର ଟାଉନଥାନା ପୋଲିସ ୪ଜଣଙ୍କୁ ଗିରଫ କରିଥିବା ସୂଚନା।

ମିଳିଥିବା ଖବର ଅନୁଯାୟୀ, ବ୍ୟାପକ ପରିମାଣର କପସିରଫ ଓ ନିଶା ଟେବଲେଟ ଜବତ କରିବା ସହ ସମ୍ବଲପୁର ଟାଉନଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୪ ଜଣକୁ ଗିରଫ କରିଛି । ସେମାନଙ୍କ ଠାରୁ ୧୮୩ ବୋତଲ ଲୁଜ୍ କପସିରଫ ,୨୫୦ ବୋତଲ ସିଲ୍ କପସିରଫ ,୪୦ ଟି ନିଶା ବଟିକା ,୩ ଟି ମୋବାଇଲ ଓ ୩ ଟି ମୋଟରସାଇକେଲ ପୋଲିସ ଜବତ କରିଥିବା ସୂଚନା । ଅଭିଯୁକ୍ତ ଙ୍କ ବିରୋଧରେ NDPS Act ଅନୁସାରେ ମାମଲା ରୁଜ୍ଜୁ କରାଯାଇଛି ।

Leave A Reply

Your email address will not be published.