Latest Odisha News

BREAKING NEWS

ସମୀରା ରେଡ୍ଡୀ କରୋନା ସଂକ୍ରମିତ

ମୁମ୍ବାଇ: ସମୀରା ରେଡ୍ଡୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏକ ପୋଷ୍ଟ ଲେଖି କରୋନା ପଜିଟିଭ ହୋଇଥିବା ନେଇ ସୂଚନା ଦେଇଛନ୍ତି । ସେ ନିଜକୁ ଘରେ କ୍ଵାରେଣ୍ଟାଇନ୍ କରିଛନ୍ତି ।

କରୋନା ଭୟରେ ଗତବର୍ଷ ସମୀରା ମୁମ୍ବାଇ ଛାଡି ଗୋଆରେ ରହୁଛନ୍ତି । ୨୦୨୦ ଜୁଲାଇରେ ସମୀରା ନିଜ ସ୍ୱାମୀ, ଦୁଇ ଛୁଆ ଓ ଶାଶୁଙ୍କ ସହ ଗୋଆ ଚାଲି ଯାଇଥିଲେ । ବାହାଘର ପରେ ସମୀରା ବଲିଉଡରୁ ବ୍ରେକ୍ ନେଇଛନ୍ତି ।

Leave A Reply

Your email address will not be published.