Latest Odisha News

BREAKING NEWS

ସ୍ୟାଣ୍ଡ ଆନିମେସନ ଜରିଆରେ ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଂଜଳି

ପୁରୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଂଜଳି । ଏହି ବାର୍ତ୍ତା ନେଇ ନିଜ ସ୍ୟାଣ୍ଡ ଆନିମେସନ ଜରିଆରେ ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ।

ଏହି ସ୍ୟାଣ୍ଡ ଆନିମେସନଟି ପ୍ରସ୍ତୁତ କରିବାକୁ ମାନସଙ୍କୁ ଲାଗିଥିଲା ଦୁଇ ଘଣ୍ଟା ।

Leave A Reply

Your email address will not be published.