Latest Odisha News

BREAKING NEWS

ବାତ୍ୟା ୟଶ ନେଇ ବାଲୁକା ଚିତ୍ରକଳା

ପୁରୀ: ବାତ୍ୟା ୟଶକୁ ନେଇ ଭୟର ବାତାବରଣ ଖେଳି ଯାଇଛି । ଅନ୍ୟସ୍ଥାନ ଭଳି ପୁରୀରେ ମଧ୍ୟ ପବନ ସହ ବର୍ଷା ଜାରି ରହିଛି । ସମୁଦ୍ରକୂଳିଆ ଲୋକେ ବେଶୀ ଆତଙ୍କିତ ହୋଇପଡ଼ିଛନ୍ତି । ତେବେ ଭୟଭୀତ ନ ହୋଇ ସୁରକ୍ଷିତ ସ୍ଥାନରେ ରହିବା ସହ ସରକାରଙ୍କ ଗାଇଡ଼ ଲାଇନ ମାନିବାକୁ ବାଲୁକା ଚିତ୍ରକଳା ମାଧ୍ୟମରେ ଅପିଲ।

BjdElectrycity

ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏ ନେଇ ଏହି ବାଲୁକା ଚିତ୍ରକଳା କରିଛନ୍ତି। ସରକାରଙ୍କୁ ସମସ୍ତେ ସହଯୋଗ କଲେ ଉଭୟ ବାତ୍ୟା ବିପଦ ଓ କୋଭିଡ ବିପଦରୁ ଆମେ ରକ୍ଷା ପାଇବା । ଲୋକ ମାନେ ଭୟ ନକରି ମୁକାବିଲା କରିବାକୁି ବାଲୁକା ଚିତ୍ରକଳା ମାଧ୍ୟମରେ ବାର୍ତା ଦେଇଛନ୍ତି। ସୁଦର୍ଶନ ।।

Leave A Reply

Your email address will not be published.