Latest Odisha News

BREAKING NEWS

ଜୋର୍ ଧରିଲା ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ଦାବି, ଜିଲ୍ଲାପାଳ କହିଲେ ଆଲୋଚନା କରି ନିଆଯିବ ପଦକ୍ଷେପ

ପୁରୀ: ତେଜୁଛି ଦାବି, ଖୋଲି ଦିଆଯାଉ ଶ୍ରୀମନ୍ଦିରର ଚାରି ଦ୍ୱାର । ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିଲେ ସହଜ ହେବ ଜଗା ଦର୍ଶନ । ଏ ଦାବିରେ ଏକ ଲକ୍ଷ ଦସ୍ତଖତ ସଂଗ୍ରହ କରି ଶ୍ରୀମନ୍ଦିର ପ୍ରଶାସନକୁ ଦେଇଛି ସଚେତନ ନାଗରିକ ମଞ୍ଚ ଓ ଅନ୍ୟ ସଂଗଠନ । ଶ୍ରୀମନ୍ଦିରର ଚାରି ଦ୍ୱାର ଦର୍ଶନ ପାଇଁ ଖୋଲା…

ଶ୍ରୀକ୍ଷେତ୍ରର ମୁଖ୍ୟ ଜଳ ଉତ୍ସଥିବା ମୂଷାନଈ ଉପରେ ମାଫିଆଙ୍କ ନଜର !

ପୁରୀ: ରାହା ଖୋଜୁଛି ପୁରୀର ଐତିହ୍ୟ ସମ୍ପନ୍ନ ମୂଷାନଈ। ଜବରଦଖଲ ଓ ବେଆଇନ କୋଠା ନିର୍ମାଣ ଯୋଗୁଁ ଧୀରେଧୀରେ ସଙ୍କୁଚିତ ହୋଇ ପୋତି ହେବାକୁ ବସିଲାଣି ମୂଷାନଈ। ଅବଢ଼ା ଯୋଜନାରେ ସାମିଲ ଏହି ନଦୀର ଉନ୍ନତିକରଣ ଏବେ ଠପ୍ ହୋଇପଡ଼ିଛି। ଜମି ଅଧିଗ୍ରହଣ ସରୁନଥିବା ବେଳେ ମାଫିଆଙ୍କ କବଳରେ ଥିବା…

[ଦେଖନ୍ତୁ ଭିଡିଓ] ଖୋଲିବ କି ରତ୍ନ ଭଣ୍ଡାର ? ASI ଚିଠି ପରେ ମୁହଁ ଖୋଲିଲେ ଭଣ୍ଡାର ମେକାପ ସେବାୟତ

ପୁରୀ: କାହିଁକି ରତ୍ନ ଭଣ୍ଡାର ଖୋଲୁନି ଶ୍ରୀମନ୍ଦିର ପ୍ରଶାସନ ? ୨୦୧୮ ମାର୍ଚ୍ଚ ୨୨ରେ ରତ୍ନ ଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ହାଇକୋର୍ଟ ଏଏସ୍ଆଇକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ଅନୁସାରେ, ମାର୍ଚ୍ଚ ୨୬ରେ ଏଏସ୍ଆଇ ରତ୍ନ ଭଣ୍ଡାର ସ୍ଥିତି ଯାଞ୍ଚ ପରେ ଏପ୍ରିଲ୍ ୪ରେ ଭିତର ରତ୍ନ ଭଣ୍ଡାର…

ରତ୍ନ ସିଂହାସନ ପଛ ପାର୍ଶ୍ଵରୁ ଖସିଥିବା ଲାଇମ ପ୍ଲାଷ୍ଟର କାମ ଆସନ୍ତା ରଥଯାତ୍ରା ସମୟରେ କରିବ ASI

ପୁରୀ: ସମ୍ପୂର୍ଣ୍ଣ ସୁରକ୍ଷିତ ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନ । କେବଳ ରତ୍ନ ସିଂହାସନ ପଛ ପାର୍ଶ୍ଵରୁ ଲାଇମ ପ୍ଲାଷ୍ଟର ଖଣ୍ଡ ଖସିଛି । ଏଏସ୍ଆଇ ଏହାର ଅନୁଧ୍ୟାନ କରିଛି । ଆସନ୍ତା ବର୍ଷ ରଥଯାତ୍ରା ସମୟରେ ପୁନଃ ପ୍ଲାଷ୍ଟରିଂ କାର୍ଯ୍ୟ କରାଯିବ । ଗତ କିଛି ମାସ ଧରି ଶ୍ରୀମନ୍ଦିର…

ଶ୍ରୀମନ୍ଦିର ଗର୍ଭଗୃହରୁ ପଥର ଖସିବା ନେଇ ଚର୍ଚ୍ଚା । ଆଦ୍ରତା ପାଇଁ ପଥର ନୁହେଁ ପ୍ଲାଷ୍ଟର ଖସିଛି

ପୁରୀ :  ଶ୍ରୀମନ୍ଦିରରୁ କୌଣସି ପଥର ଖସିନାହିଁ  । ଆଦ୍ରତା ପାଇଁ ରତ୍ନସିଂହାସନ ଶ୍ରୀବଳଭଦ୍ରଙ୍କ ପଛ ପଟ ପାର୍ଶ୍ଵରୁ ଲାଇମ୍ ପ୍ଲାଷ୍ଟର ଚୂନ ଖଣ୍ଡ ଖସିଛି । ଶ୍ରୀମନ୍ଦିର କମାଣ୍ଡାରଙ୍କ ରିପୋର୍ଟ ଆଧାରରେ ଗତକାଲି ସକାଳ ଧୂପ ପରେ ଏହି ଘଟଣା ଘଟିଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

[ଦେଖନ୍ତୁ ଭିଡିଓ] ଶ୍ରାବଣ ପ୍ରଥମ ସୋମବାର । ଶ୍ରୀଲୋକନାଥଙ୍କ ପୀଠରେ ଜଳଲାଗି କରିଛନ୍ତି କାଉଡିଆ

ପୁରୀ :  ସକାଳୁ ପ୍ରବଳ ବର୍ଷା ସତ୍ତ୍ୱେ ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥଙ୍କ ପୀଠରେ ଜଳଲାଗି କରିଛନ୍ତି କାଉଡିଆ ।ଗତକାଲି ରାତିରୁ ହିଁ ଶ୍ରାବଣ ପ୍ରଥମ ସୋମବାର ଜଳଲାଗି ପାଇଁ ଭିଡ ଲାଗିଥିଲା।  ଶ୍ରୀଲୋକନାଥଙ୍କ ନୀତିକାନ୍ତି ପରେ ରାତ୍ର ଗୋଟାଏରୁ ଜଳଲାଗି ଆରମ୍ଭ ହୋଇଥିଲା । ସମସ୍ତ କାଉଡିଆଙ୍କ…

[ଦେଖନ୍ତୁ ଭିଡିଓ] ଲଗାଣ ବର୍ଷାରେ ସ୍ଥିତି ବେହାଲ, ଘରେ ଭିତରେ ଆଣ୍ଠୁଏ ପାଣିରେ ଅସ୍ତବ୍ୟସ୍ତ ଜୀବନ

ପୁରୀ : ସାରା ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସ୍ଥିତି ବେହାଲ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବା ଯୋଗୁ ଲୋକେ ଜଳବନ୍ଦୀ ହୋଇଯାଇଛନ୍ତି । ସେହିଭଳି ବର୍ଷା ଯୋଗୁ ଘର ଦ୍ୱାର ପାଣି ଭର୍ତ୍ତି ହୋଇଯାଇଛି । ପୁରୀରେ ମଧ୍ୟ ବର୍ଷା ପଶିି ଘର ଭିତରେ ପଶି ଲହଡି ଭାଙ୍ଗୁଥିବା ବେଳେ ଜନଜୀବନ…

ଶେଷ ହୋଇଛି ସୁନାବେଶ, ଆଜି ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି

ପୁରୀ: ଶେଷ ହୋଇଛି ଶ୍ରୀଜିଉଙ୍କ ସୁନାବେଶ । ଆଜି ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି । ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ପ୍ରତି ରଥରେ ଶ୍ରୀଜିଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ ହୁଏ । ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ…

ଆଜି ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ

ପୁରୀ: ଆଜି ଶ୍ରୀଜିଉଙ୍କ ସୁନାବେଶ । ମହଣ ମହଣ ସୁନାରେ ସୁସଜ୍ଜିତ ହେବେ ମହାବାହୁ । ସୁନାବେଶରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୁରତି । ୧୩୮ ସୁନା ପିନ୍ଧି ଝଟକିବେ ଶ୍ରୀଜିଉ । ଗତକାଲି ଶୃଙ୍ଖଳିତ ଭାବେ ବାହୁଡ଼ା ନୀତି ସମ୍ପର୍ଣ୍ଣ ହୋଇଥିବା ବେଳେ ଏବେ ତିନି ରଥ…

ଜଗନ୍ନାଥଙ୍କ ପହଣ୍ଡି ବିଜେ । ଟାହିଆ ଲଗାଇ ଝୁଲି ଝୁଲି ଆସୁଛି କାଳିଆ..

ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା  । ମହାବାହୁ ନିଳାଚଳିଆ, ଭଉଣୀ ସୁଭଦ୍ରା, ବଡ଼ ଭାଇ ବଳଭଦ୍ର ବାହୁଡି ଆସିବେ  । ଗୁଣ୍ଡିଚା ମନ୍ଦିରରୁ ଆଜି ଶ୍ରୀମନ୍ଦିର ଅଭିମୁଖେ ଧାଇଁ  ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ । ପହଣ୍ଡିରେ ରଥକୁ…