Latest Odisha News

BREAKING NEWS

‘ସାରା ଆକାଶ ଖାଲି ଖାଲି’ ଉନ୍ମୋଚିତ

କଟକ : ବିଶିଷ୍ଟ କବି ରୋହିତ ଦାଶଙ୍କ କବିତା ସଙ୍କଳନ ‘ସାରା ଆକାଶ ଖାଲି ଖାଲି ‘ ସ୍ଥାନୀୟ ଏକ ହୋଟେଲରେ ଉନ୍ମୋଚିତ ହୋଇଯାଇଛି ।

BjdElectrycity

ଏହି ଅବସରରେ ବିଶିଷ୍ଟ କବି ଜୟନ୍ତ ମହାପାତ୍ର ମୁଖ୍ୟ ଅତିଥି ଓ ଅମରେଶ ପଟ୍ଟନାୟକ ଏବଂ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।  ଏହି କାର୍ଯ୍ୟକ୍ରମରେ  ଆଦିତ୍ୟ ଭାରତର ପ୍ରକାଶକ ଦେବାଶିଷ ସାମନ୍ତରାୟ ଏବଂ ବହୁ ବିଶିଷ୍ଟ କବି , ଲେଖକ ଓ ବୁଦ୍ଧିଜୀବୀ  ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.