ଚଣ୍ଡିଖୋଲ : ହୃଦ୍ଘାତରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ।ଯାଜପୁର ଜିଲ୍ଲା ଧାନମଣ୍ଡଳ ବ୍ଲକ ପଞ୍ଚାୟତର ପ୍ରାର୍ଥୀ ସରୋଜ କୁମାର ସ୍ୱାଇଁଙ୍କ ପରଲୋକ ଘଟିଛି । ତାଙ୍କ ଦେହ ଅସୁସ୍ଥ ହେବାପରେ ତାଙ୍କୁ ରବିବାର ହସ୍ପିଟାଲରେ ଭର୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ତାଙ୍କର ଅକାଳ ବିୟୋଗରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି ।
BREAKING NEWS
- India summons Pak: ପାକିସ୍ତାନରୁ ବେଆଇନ ଅନୁପ୍ରବେଶକୁ ନେଇ ଭାରତର ଦୃଢ଼ ପ୍ରତିବାଦ;ପାକ୍ ହାଇକମିଶନଙ୍କୁ ସମନ୍
- ୭ ଜଣଙ୍କୁ ‘କିଓ’ ଜୀବନବ୍ୟାପୀ ସାଧନା ସମ୍ମାନ
- ତାମିଲ ଫିଲ୍ମମେକର ସିଙ୍ଗିଥମ୍ ଶ୍ରୀନିବାସ ରାଓଙ୍କ ପରଲୋକ
- Drishyam 3: ୨ ଦିନରେ ୧୦୦ କୋଟି କ୍ଲବ୍ରେ ‘ଦୃଶ୍ୟମ ୩’! ବକ୍ସ ଅଫିସ୍ରେ ଅଜୟ ଦେବଗନଙ୍କ ଫିଲ୍ମର ଧମାକା, ୱାର୍ଲ୍ଡୱାଇଡ୍ କଲେକ୍ସନ୍ ୧୭୭ କୋଟି ପାର୍
- ଆକାଶରୁ ଖସିଲା ରହସ୍ୟମୟ ବକ୍ସ, ଇସ୍ରୋ ସହ ସମ୍ପର୍କ…
- Indians live longer: ଅସୁସ୍ଥ ଦିନ କାଟୁଛନ୍ତି ଭାରତୀୟ, ବୟସ ସହ ବଢୁଛି ରୋଗ…WHO ରିପୋର୍ଟ ଖୋଲିଲା ଆୟୁଷ୍ମାନ୍ ଭାରତର ବଡ଼ ଚିତ୍ର
- Congress On Fullback: ପଂଜାବ ନିର୍ବାଚନ ଖେଳରେ ପରଗତ ସିଂ ଫିଟ୍ !
- କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; CISF ଯବାନ ଗିରଫ
- CEC ଜ୍ଞାନେଶ କୁମାରଙ୍କ ବିରୋଧରେ ହେଉ ଭିଜିଲାନ୍ସ ତଦନ୍ତ: କେରଳମ୍ ସରକାରଙ୍କ ନିର୍ଦ୍ଦେଶ
- ଆସୁଛି ଲଘୁଚାପ, ପାର୍ବଣରେ ଭିଜିବ ଓଡ଼ିଶା

Comments are closed.