ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ରାଜ୍ୟସଭା ପାଇଁ ଉପାଧ୍ୟକ୍ଷମାନଙ୍କ ପ୍ୟାନେଲକୁ ପୁନର୍ଗଠନ କରିଛନ୍ତି । ଏହି ପ୍ୟାନେଲରେ ଓଡ଼ିଶାର ରାଜ୍ୟସଭା ସାଂସଦ ଡ ସସ୍ମିତ ପାତ୍ର ଙ୍କୁ ପୁଣିଥରେ ସ୍ଥାନ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଉପାଧ୍ୟକ୍ଷମାନଙ୍କ ପ୍ୟାନେଲରେ ରାଜ୍ୟସଭା ସାଂସଦ ଡ ସସ୍ମିତ ପାତ୍ରଙ୍କ ସମେତ ଭୁବନେଶ୍ୱର କଳିତା, ଇନ୍ଦୁ ବାଲା ଗୋସ୍ୱାମୀ, ଡ ଏଲ୍ ହନୁମାନଥାୟା, ତିରୁଚି ଶିବ, ଭି ବିଜୟାସାଇ ରେଡ୍ଡୀ ପ୍ୟାନେଲର ସଦସ୍ୟ ଭାବେ ରହିଛନ୍ତି ।
Rajya Sabha Chairman & Vice-President M Venkaiah Naidu reconstituted the panel of Vice Chairmen
Rajya Sabha MPs Bhubaneswar Kalita, Indu Bala Goswami, Dr L Hanumanthaiah, Tiruchi Siva, V Vijayasai Reddy and Dr Sasmit Patra are now members of the panel of Vice Chairmen
— ANI (@ANI) July 17, 2022
ଆସନ୍ତାକାଲିଠାରୁ ମୈାସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଉପରାଷ୍ଟ୍ରପତି ରାଜ୍ୟସଭାର ବିଭିନ୍ନ ଦଳର ନେତୃବୃନ୍ଦଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।
The Vice President of India and Rajya Sabha Chairman, Shri M. Venkaiah Naidu met the Leaders of Parties in Rajya Sabha ahead of the upcoming monsoon session at Upa-Rashtrapati Nivas today. #RajyaSabha pic.twitter.com/beKxltWPcN
— Vice President of India (@VPSecretariat) July 17, 2022
ଆଜି ଉପରାଷ୍ଟ୍ରପତି ନିବାସରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କିଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ରାଜ୍ୟପାଳ ଏବଂ ଲ୍ୟୁଟିନାଣ୍ଟ ଗଭର୍ଣ୍ଣରଙ୍କ ସହ ତାଙ୍କର ପରିବାର ସହ ମଧ୍ୟାହ୍ନ ଭୋଜନ କରିବା ପରେ ସେମାନଙ୍କୁ ସମ୍ବୋଧନ କରିଛନ୍ତି ।
The Vice President, Shri M. Venkaiah Naidu hosted lunch for the Governors, Lt. Governors and Administrators from the States and Union Territories, along with their spouses at Upa-Rashtrapati Nivas today. pic.twitter.com/NIuztNVF00
— Vice President of India (@VPSecretariat) July 17, 2022
Comments are closed.