ଭୁବନେଶ୍ୱର: ଶନିବାର ପବିତ୍ର ମହାଳୟା ଅନୁଷ୍ଠିତ ହେବ । ମହାଳୟା ପାଇଁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ । ଏ ନେଇ ଘୋଷଣା କଲେ ରାଜ୍ୟ ଗଣଶିକ୍ଷା ବିଭାଗ । ଦଶହରା ଛୁଟିକୁ ନେଇ ମଧ୍ୟ ନେଇ ଗଣଶିକ୍ଷା ବିଭାଗର ନୋଟିସ୍ ପ୍ରକାଶ କରିଛି । ଚଳିତ ବର୍ଷ ଦଶହରା ଛୁଟି ଦୁଇଟି ରବିବାରକୁ ମିଶାଇ ୮ ଦିନ ହେବ । ଆସନ୍ତା ୨୦ ରୁ ୨୯ ପର୍ଯ୍ୟନ୍ତ ହେବ ଦଶହରା ଛୁଟି ।
BREAKING NEWS
- NonVeg Sales: ଗଣତନ୍ତ୍ର ଦିବସରେ ଆମିଷ ଖାଇବା ନିଷେଧ
- Gaurav Samman: ଶୁଭାଂଶୁ ଶୁକ୍ଲାଙ୍କୁ ମିଳିବ ଉତ୍ତରପ୍ରଦେଶ ଗୌରବ ସମ୍ମାନ, ଦିଆଯିବ ୧୧ ଲକ୍ଷ ନଗଦ ପୁରସ୍କାର
- Weather Update: ରାଜ୍ୟରେ ବଢୁଛି ପାରଦ, କମୁଛି ଶୀତ: ୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
- Suicide Blast: ବିବାହ ଉତ୍ସବରେ ଆତ୍ମଘାତୀ ବିସ୍ଫୋରଣ: ଆତଙ୍କବାଦୀ ନୁର ଆଲାମଙ୍କ ସମେତ ୫ ମୃତ
- ରାଜଧାନୀରେ ବୁଲିଲା ଖଣ୍ଡା, ଫ୍ଲାଗ ମାର୍ଚ୍ଚ କରୁଛି ପୋଲିସ
- Naxals Killed: ସରଣ୍ଡାରେ ଜଙ୍ଗଲରେ ଜୋରଦାର ସର୍ଚ୍ଚ ଅପରେସନ୍: ଟଳିଲେ ୧୭ ନକ୍ସଲ
- ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ‘ସଡ଼କ ସୁରକ୍ଷା ସଚେତନତା ମାସ’ ଆରମ୍ଭ
- ଜାତିସଂଘ ଉପରେ ବିଶ୍ୱାସ ଅଛି, ଟ୍ରମ୍ପଙ୍କ ଶାନ୍ତି ବୋର୍ଡ ଦରକାର ନାହିଁ: ସ୍ପେନ
- ରାଉରକେଲା ବିମାନ ଦୁର୍ଘଟଣା: ପାଇଲଟ ତରୁଣ ଶ୍ରୀବାସ୍ତବ ସୁସ୍ଥ ହୋଇ ଫେରିଲେ
- ସୁଯୋଗ ହାତଛଡା କରୁଛନ୍ତି ସଞ୍ଜୁ ସାମସନ
Comments are closed.