Latest Odisha News

BREAKING NEWS

ଆଜିଠୁ ଖ‌ୋଲିଲା ସ୍କୁଲ, କରୋନା କଟକଣା ଭିତର‌େ ୧୦୦ ଦିନ ହେବ ପାଠପଢା

ଭୁବନେଶ୍ବର: ଦୀର୍ଘ ୯ ମାସ ପର‌େ ଶୁକ୍ରବାର ଦିନ ରାଜ୍ୟର‌େ ଖ‌ୋଲିଛି ଶିକ୍ଷାନୁଷ୍ଠାନ। ଯାହାକୁ ନଇେ ଛାତ୍ରଛାତ୍ରୀଙ୍କ ମଧ୍ୟର‌େ ଉତ୍ସାହ ପରିଲିକ୍ଷିତ ହ‌ୋଇଛି।

ଦଶମ ଓ ଦ୍ବାଦଶ ଶ୍ରଣେୀ ପାଇଁ ଆଜିଠୁ ଏପ୍ରିଲ୍ ୨୮ ତାରିଖ ଯାଏଁ ପାଠପଢା ହେବ।

ସୂଚନା ଅନୁଯାୟୀ ରାଜ୍ୟର ୮ ହଜାର ବିଦ୍ୟାଳୟ ଓ ୨ ହଜାର ୩୨ଟି କନିଷ୍ଠ ମହାବିଦ୍ୟାଳୟ ଖ‌ୋଲୁଛି। ୩୦ ଜିଲ୍ଲା ପାଇଁ ବିଭାଗର ନିଯୁକ୍ତ ବିଭିନ୍ନ ଅଧିକାରୀ ବୁଲି ରିପ‌ୋର୍ଟ ଦାଖଲ କରିଥିବା ବେଳ‌େ ଗତ ଶୁକ୍ରବାର ଦିନ ସ୍ଥିତି ପରଖିଥିଲ‌େ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।

ଏହା ପୂର୍ବରୁ ‌ସ‌େ ବିଦ୍ୟାଳୟ ଯାଇ ସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ପ୍ରାକ୍ ପ୍ରସ୍ତୁତି ସମ୍ବନ୍ଧର‌େ ଅ‌ାଲ‌ୋଚନା କରିଛନ୍ତି।

Leave A Reply

Your email address will not be published.