Latest Odisha News

BREAKING NEWS

ପ୍ରକାଶ ପାଇଲା +୨ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ

ଭୁବନେଶ୍ୱର : ଯୁକ୍ତ ୨ରେ ନାମଲେଖା ଲାଗି ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଶନିବାର ଦିନ ପ୍ରକାଶ ପାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଛାତ୍ରଛାତ୍ରୀମାନେ ଜୁଲାଇ ୧୫ରୁ ୧୭ ତାରିଖ ମଧ୍ୟରେ ଆଡମିଶନ୍ କରିପାରିବେ ।

ଜାଣନ୍ତୁ, ରାଜ୍ୟର କେଉଁ ୩ଟି ଜୁନିଅର କଲେଜରେ ରହିଛି ସର୍ବାଧିକ କଟ୍ ଅଫ୍ ମାର୍କ-

କଳା-

ବିଜେବି ଜୁନିଅର କଲେଜ, ଭୁବନେଶ୍ୱର (୭୦.୪ %)
ରେଭେନ୍ସା ଜୁନିଅର କଲେଜ, କଟକ (୭୦%)
ନରସିଂହପୁର ଜୁନିୟର କଲେଜ (୬୮.୧୭%)

ବିଜ୍ଞାନ-

ରେଭେନ୍ସା ଜୁନିଅର କଲେଜ, କଟକ (୮୯.୨%)
ବିଜେବି ଜୁନିଅର କଲେଜ, ଭୁବନେଶ୍ୱର (୮୭.୬୭%)
ସରସ୍ୱତୀ ଶିଶୁ ମନ୍ଦିର, ନୀଳକଣ୍ଠ ନଗର, ବ୍ରହ୍ମପୁର (୮୭.୧୭%)

ବାଣିଜ୍ୟ-

ତାଳଚେର ହାଇୟର ସେକେଣ୍ଡାରୀ ସ୍କୁଲ, ତାଳଚେର (୭୫.୮୩%)
ରେଭେନ୍ସା ଜୁନିଅର କଲେଜ, କଟକ (୭୫.୫%)
ଶୈଳବାଳା କନିଷ୍ଠ ମହିଳା କଲେଜ, କଟକ (୭୪.୪%)

Leave A Reply

Your email address will not be published.