Latest Odisha News

ଦ୍ୱିତୀୟ ଥର ପାଇଁ ମାଆ ହେଲେ ଏହି ବଲିଉଡ ଅଭିନେତ୍ରୀ, ଜାଣନ୍ତୁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସମୀରା ରେଡ୍ଡୀ ଦ୍ୱିତୀୟ ଥର ପାଇଁ ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସମୀରା ୨୦୧୫ ମସିହାରେ ପ୍ରଥମେ ସେ ଏକ ଶିଶୁ ପୁତ୍ରର ଜନନୀ ହୋଇଥିବା ବେଳେ ଏବେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ସମୀରାଙ୍କ ଶିଶୁ କନ୍ୟାର ଜନ୍ମ ଖାର୍‌ସ୍ଥିତ ବୀମ୍‌ ସ୍ପେଶାଲିଷ୍ଟ ହସ୍ପିଟାଲରେ ହୋଇଛି । ଏ ନେଇ ପ୍ରଥମେ ସୀମରାଙ୍କ ମା’ ସୂଚନା ଦେଇଥିଲେ । ପରେ ସମୀର ନବଜାତର ହାତ ଧରି ଟ୍ୱିଟରରେ ଫଟୋ ସେୟାର କରିବା ପରେ ଖବରଟି ଚର୍ଚ୍ଚାକୁ ଆସିଥିଲା ।

ଫଟୋର କ୍ୟାପ୍‌ସନରେ ସମୀରା ଲେଖିଥିଲେ “ଆଜି ସକାଳେ ଆମର ଛୋଟ ପରୀ ଆସିଛି, ଭଲପାଇବା ଏବଂ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ” ।

Leave A Reply

Your email address will not be published.