Latest Odisha News

BREAKING NEWS

ଭୁବନେଶ୍ୱର ରେଲୱେ ଷ୍ଟେସନରେ ଆରମ୍ଭ ହେଲା ସେଗୱେ ପେଟ୍ରୋଲିଂ ସିଷ୍ଟମ

ଭୁବନେଶ୍ବର: ଭୁବନେଶ୍ୱର ରେଲୱେ ଷ୍ଟେସନରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ସେଗ୍ ୱେ ପାଟ୍ରୋଲିଂ ସିଷ୍ଟମ । ପ୍ରଥମ ଥର ପାଇଁ ଓଡିଶାରେ ଏଭଳି ବ୍ୟବସ୍ଥା ଆରମ୍ଭ ହୋଇଛି । ସୁରକ୍ଷା ବ୍ୟବସ୍ଥା ଯାଞ୍ଚରେ ଏହା ସହାୟକ ହେବ ବୋଲି ପୂର୍ବତଟ ରେଳ ବିଭାଗର ର ମ୍ୟାନେଜର ସୂଚନା ଦେଇଛନ୍ତି ।

ଆଜିବିଏହାର ଶୁଭାରମ୍ଭ ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର କରିଥିବା ବେଳେ ତାଙ୍କ ସହ ରେଲୱେ ଚିଫ୍ ସିକ୍ୟୁରିଟି ଅଫିସର , ଖୋର୍ଦ୍ଧା ଡିଆର୍‌ଏମ ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ । ସେଗ୍ ୱେ ପାଟ୍ରୋଲିଂ ଦ୍ବାରା ରେଲୱେ ଷ୍ଟେସନର ସୁରକ୍ଷା ଯାଞ୍ଚରେ ସହାୟକ ହୋଇପାରିବ । ପୂର୍ବରୁ ବିଶାଖାପାଟଣାରେ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.