Latest Odisha News

BREAKING NEWS

ରାଜଧାନୀରେ ସିରିଜ୍ ଦୁର୍ଘଟଣା, ଦୁଇ ଅଟକ

ଭୁବନେଶ୍ୱର: ଜାତୀୟ ରାଜପଥ ସିଆରପି ଓଭରବ୍ରିଜ୍ ଉପରେ କାର୍ ସିରିଜ୍ ଦୁର୍ଘଟଣା ଘଟାଇଛି । ନିଶାସକ୍ତ ଅବସ୍ଥାରେ ୪ଟି କାର୍‌କୁ ପିଟିଛନ୍ତି ୨ଜଣ ଯୁବକ । ନିଶାସକ୍ତ ଅବସ୍ଥାରେ ଯୁବକ ଦୁଇ ଜଣ ଗୋଟିଏ ପରେ ଗୋଟିଏ ଗାଡିକୁ ପିଟିଚାଲିଥିଲେ । ୪ଟି କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁର୍ଘଟଣାରେ ୪ଜଣ ଆହତ ହୋଇଛନ୍ତି । ଏଥିରେ କାହାର ମୃତ୍ୟୁ ହୋଇନାହିଁ । ଦୁର୍ଘଟଣା ସମୟରେ ଆରଟିଆଇ ଗାଡି ସାଇଜ କରୁଥିବା ବେଳେ ଏହି ଘଟଣା ଘଟିଥିଲା । ଯୁବକ ଦୁଇଜଣଙ୍କୁ ଅଟକାଇବାକୁ ଉଦ୍ୟମ କରାଯାଇଥିଲେ ବି ନିଶାସକ୍ତ ଯୁବକ ଦୁର୍ଘଟଣା ଘଟାଇଚାଲିଥିଲେ । ପୁଲିସ ଯୁବକ ଦୁଇଜଣଙ୍କୁ ଅଟକ ରଖ ପଚରାଉଚୁରା ଜାରି ରଖିଛି ।

BjdElectrycity
Leave A Reply

Your email address will not be published.