Latest Odisha News

ସମ୍ବଲପୁର ସେକ୍ସ ରାକେଟ୍ ଠାବ, ୪ ଜଣ ଯୁବତୀଙ୍କ ସହ ୩ ଗ୍ରାହକ ଅଟକ

ସମ୍ବଲପୁର : ସମ୍ବଲପୁର ଧନୁପାଲି ପୋଲିସ ଦ୍ବାରା ସେକ୍ସ ରାକେଟ୍ ଠାବ । ପୁଟୀବନ୍ଧ ଓ ଧନକଉଡା ଅଞ୍ଚଳର ଏକ ଘରେ ସେକ୍ସ ରାକେଟ୍ କାରବାର ଚାଲିଥିବା ବେଳେ ଚଢ଼ାଉ କରିଥିଲା ପୋଲିସ । ଚଢ଼ାଉ ବେଳେ ଦୁଇଟି ସ୍ଥାନରୁ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ଏଥିସହ ୩ ଜଣ ଗ୍ରାହକଙ୍କୁ ଅଟକ ରଖି ପଚରାଉଚରା କରୁଛି ଧନୁପାଲି ପୋଲିସ । ସେକ୍ସ ରାକେଟ୍ କାରବାର ଚାଲୁଥିବା ଦୁଇଟି ଘରକୁ ପୋଲିସ ସିଜ୍ କରିବା ସହ ଘର ମାଲିକଙ୍କୁ ମଧ୍ୟ ଅଟକ ରଖିଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ।

Leave A Reply

Your email address will not be published.