Latest Odisha News

BREAKING NEWS

Browsing Tag

Sex Racket

ସେକ୍ସ ରାକେଟ ଅଭିଯୋଗରେ ହୋଟେଲରେ ପୋଲିସର ଚଢ଼ାଉ, ୧୪ ଗିରଫ

ଝାରସୁଗୁଡ଼ା: ସେକ୍ସ ରାକେଟ ଅଭିଯୋଗରେ ପଞ୍ଚପଡ଼ା ନିକଟ ଏକ ହୋଟେଲରେ ପୋଲିସର ରାତି ଅଧିଆ ଚଢ଼ାଉ। ଏହି ଘଟଣାରେ ହୋଟେଲରୁ ପୋଲିସ ୧୪ ଜଣଙ୍କୁ ଗିରଫ କରିଥିବା ବେଳେ ୧୩ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ପଞ୍ଚପଡ଼ା ନିକଟ ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିବା ପୋଲିସ ସୂଚନା ପାଇଁ ରାତି ଅଧିଆ…

ଢେଙ୍କାନାଳରେ ସେକ୍ସ ରାକେଟ ଠାବ ! ୨ ଯୁବତୀ ଉଦ୍ଧାର ଓ ଜଣେ ଗିରଫ

ଢେଙ୍କାନାଳ ସହରର କାଲଟାକ୍ସ ନିକଟରେ ଏକ ସେକ୍ସ ରାକେଟ୍‌ ଠାବ କରିଛି ପୋଲିସ। କାଲଟାକ୍ସ ନିକଟରେ ଥିବା ଏକ ଘରେ ଦେହ ବେପାର ଚାଲିଥିବା ଖବର ପାଇ ଢେଙ୍କାନାଳ ଟାଉନ ଥାନା ପୋଲିସ ଶନିବାର ରାତି ପ୍ରାୟ ୧୦ଟା ବେଳେ ଚଢ଼ାଉ କରିଥିଲା। ଚଢାଇ ସମୟରେ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ…

ଷ୍ଟିଲ୍ ସିଟିରେ ସେକ୍ସ ରାକେଟ୍ ଠାବ, ବନ୍ଧା ହେଲା ରାଣୀ ମହୁମାଛି

ରାଉରକେଲା: ଷ୍ଟିଲ୍ ସିଟିର ଛାତି ଉପରେ ବେଧଡ଼କ ଦେହ ବ୍ୟବସାୟ । ଦିନ ଦ୍ୱିପହରରେ ଚାଲିଥିଲା ସେକ୍ସ ରାକେଟ । ମଙ୍ଗଳବାର ପୋଲିସ ସହ ସ୍ପେଶାଲ୍ ସ୍କ୍ୱାଡ୍ ଛେଣ୍ଡ ଥାନା ଅଞ୍ଚଳର ଏକ ଘରେ ରେଡ୍ କରି ଏକ ସେକ୍ସ ରାକେଟକୁ ଧରିବାରେ ସଫଳ ହୋଇଛି । ରାଉରକେଲା ସହରର ଛେଣ୍ଡ କଲୋନୀର ଏହି ବିଲ୍ଡିଂର…

ସ୍ୱାମୀ, ସ୍ତ୍ରୀ ପରିଚୟ ଦେଇ ଭଡ଼ାଘରେ ଚଳାଇଥିଲେ ଦେହ ବ୍ୟବସାୟ

ପୁରୀ: ଭଡ଼ା ଘରେ ଚାଲିଥିଲା ଦେହ ବ୍ୟବସାୟ । ମାଡ଼ି ବସିଲା ପୋଲିସ । ପୁରୀ ସହରର ପାଇକସାହି ସ୍ଥିତ ଏକ ଭଡ଼ା ଘରୁ ପୋଲିସ ସେକ୍ସ ରାକେଟ ଠାବ କରିଛି । ଅସଞ୍ଜତ ଅବସ୍ଥାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ୫ ଜଣ ପୁରୁଷଙ୍କ ସହ ଜଣେ ମହିଳା ଅଛନ୍ତି । ଅଭିଯୁକ୍ତଙ୍କ ଠାରୁ…

ପାନୀୟରେ ନିଶା ଦେଇ ଅର୍ଚ୍ଚନା ସୁଟ୍ କରିଥିଲେ ନଗ୍ନ ଭିଡିଓ !

ଭୁବନେଶ୍ୱର: ଖୋଲୁଛି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମର । କିଭଳି ସେ ଯୁବତୀଙ୍କୁ ତା ଜାଲରେ ଫସାଇ ଅନୈତିକ କାରବାରରେ ଲିପ୍ତ କରୁଥିଲା ଜଣାପଡ଼ିଛି । ନିଜ ଜାଲରେ ନିଜେ ପଡ଼ି ଅର୍ଚ୍ଚନା ଜେଲ୍ ଯାଇଥିବା ବେଳେ ଖଣ୍ଡଗିରି ଥାନାରେ ଜଣେ ପୀଡ଼ିତା କରିଥିବା ଏତଲାରୁ ସାଂଘାତିକ ତଥ୍ୟ ମିଳିଛି ।…

ଲଜରେ ଚାଲିଥିଲା ଦେହ ବେପାର, ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣୁପୁର: ଲଜରେ ସେକ୍ସ ରାକେଟ୍ । ଲୁଚାଛପାରେ ଚାଲିଛି କାରବାର । ବଡ଼ ସହରରୁ ଏବେ ଛୋଟ ସହରକୁ ବ୍ୟାପିଲାଣି ଦେହ କାରବାର । ଗୁଣୁପୁରର ୨ଟି ଲଜରେ ପୋଲିସ୍ ରେଡ୍ କରି ସେକ୍ସ ରାକେଟର ପର୍ଦ୍ଦାଫାସ୍ କରିଛି । ମାମଲାରେ ୨ ଗ୍ରାହକଙ୍କ ସହ ୨ଟି ଲଜର ମାଲିକ ଓ ମ୍ୟାନେଜରଙ୍କୁ ମିଶାଇ ପୋଲିସ ୫…

[ଭିଡ଼ିଓ] ପୁଣି ଧରା ପଡିଲା ସେକ୍ସ ରାକେଟ୍ :୨ ଯୁବତୀ ଉଦ୍ଧାର, ଦଲାଲ ଗିରଫ

କଟକ: କିଛି ଦିନ ବ୍ୟବଧାନ ପରେ ପୁଣି ଧରା ପଡିଲା ସେକ୍ସ ରାକେଟ୍ । ଖୋଦ୍ ଥାନା ପଛ ପଟେ ଚାଲିଥିଲା ଖୁଲମଖୁଲା ଦେହ ବେପାର । କଟକ ମର୍କତ ନଗର ଥାନା କିଛି ଦୂରରେ ଥିବା ଏକ ଗେଷ୍ଟ ହାଉସରେ ଚାଲିଥିଲା ଏହି ରାକେଟ । ତେବେ ପୁଲିସ ନିକଟରେ ଖବର ପହଂଚିବା ପରେ ଅଚାନକ ଭାବେ ଚଢାଉ କରାଯିବା ସହିତ ୨…

ସେକ୍ସ ରାକେଟ୍ ଠାବ କଲା ପୋଲିସ

ସୁବର୍ଣ୍ଣପୁର  : ସେକ୍ସ ରାକେଟ୍ ଠାବ କଲା ପୋଲିସ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ସେକ୍ସ ରାକେଟ୍ ଠାବ କରିଛି ପୋଲିସ ।ଦୁଇ ଜଣ ଦେହଜୀବୀ ଓ ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ପୋଲିସ । ଅଟକ ଯୁବକ ଦୁଇଜଣ ସୁବଲୟା ଅଞ୍ଚଳର ସୁରେଶ ମେହେର (୨୮ ) ଓ ଧର୍ମଶାଳା…

କଟକ କଲେଜ ଛକରେ ଥିବା ଏକ ହୋଟେଲରେ ସେକ୍ସ କାରବାର

କଟକ : କଟକରୁ ସେକ୍ସ ରାକେଟ ଠାବ । କଲେଜ ଛକରେ ଥିବା ଏକ ହୋଟେଲରୁ ଏହି ସେକ୍ସ ରାକେଟ ଠାବ ହୋଇଛି । ପୋଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି । ସେକ୍ସ ରାକେଟ କାରବାର ଘଟଣାରେ ହୋଟେଲ ମ୍ୟାନେଜର, କିଙ୍ଗ ପିନ୍, ଜଣେ ପୁରୁଷ ଓ ଜଣେ ଦେହଜୀବୀଙ୍କୁ ଅଟକ ରଖିଛି ପୋଲିସ । କଲେଜ ଛକରେ…

ସମ୍ବଲପୁର ସେକ୍ସ ରାକେଟ୍ ଠାବ, ୪ ଜଣ ଯୁବତୀଙ୍କ ସହ ୩ ଗ୍ରାହକ ଅଟକ

ସମ୍ବଲପୁର : ସମ୍ବଲପୁର ଧନୁପାଲି ପୋଲିସ ଦ୍ବାରା ସେକ୍ସ ରାକେଟ୍ ଠାବ । ପୁଟୀବନ୍ଧ ଓ ଧନକଉଡା ଅଞ୍ଚଳର ଏକ ଘରେ ସେକ୍ସ ରାକେଟ୍ କାରବାର ଚାଲିଥିବା ବେଳେ ଚଢ଼ାଉ କରିଥିଲା ପୋଲିସ । ଚଢ଼ାଉ ବେଳେ ଦୁଇଟି ସ୍ଥାନରୁ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ଏଥିସହ ୩ ଜଣ ଗ୍ରାହକଙ୍କୁ ଅଟକ ରଖି…