ୟୁପି: ପୁଣି ଅଡ଼ୁଆରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ । ଯୌନ ଶୋଷଣ ମାମଲାରେ ଚିନ୍ମୟାନନ୍ଦଙ୍କୁ ମିଳିଥିବା ଜାମିନ ବିରୋଧରେ ସୁପ୍ରମିକୋର୍ଟର ଦ୍ୱାରସ୍ତ ହେଲେ ପୀଡ଼ିତା । ଚିନ୍ମୟାନନ୍ଦଙ୍କ ଯୋଗୁଁ ତାଙ୍କ ଜୀବନ ପ୍ରତି ବିପଦ ଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ଏନେଇ ସେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ସୋମବାର ଏହି ମାମଲାର ଶୁଣାଣି ହେବ ।
ଯୌନ ଶୋଷଣ ମାମଲାରେ ଗିରଫ ହୋଇଥିବା ଚିନ୍ମୟାନନ୍ଦଙ୍କୁ ଫେବୃୟାରୀ ୩ ରେ ଆଲ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ଜଷ୍ଟିସ ରାହୁଲ ଚର୍ତୁବେଦୀ ଏହି ମାମଲାର ଶୁଣାଣି କରି ଚିନ୍ମୟାନନ୍ଦଙ୍କୁ ଜାମିନ ଦେଇଥିଲେ । ସେପଟେ ଏହି ମାମଲାରେ ପୀଡ଼ିତା ଛାତ୍ରୀ ଏବଂ ତାଙ୍କ ସାଥୀଙ୍କୁ ପୂର୍ବରୁ ହାଇକୋର୍ଟ ଜାମିନ ମଂଜୁର କରିସାରିଛନ୍ତି । ଯୌନ ଶୋଷଣ ମାମଲାରେ ଚିନ୍ମୟନନ୍ଦ ଗତବର୍ଷ ସେପ୍ଟେମ୍ବର ୨୦ ତାରିଖରୁ ଜେଲରେ ଥିଲେ । ଏସଏସ୍ ଲ’ କଲେଜର ଜଣେ ଛାତ୍ରୀ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ।
BREAKING NEWS
- Nagpur factory blast: ବିସ୍ଫୋରକ ପ୍ରସ୍ତୁତ କାରଖାନାରେ ଭୟଙ୍କର ବିସ୍ଫୋରଣ, ୧୭ ମୃତ; ଅନେକ ଆହତ
- ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି: ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ କଲା ସିବିଏସଇ
- Indian Flights Cancelled: ମଧ୍ୟପ୍ରାଚ୍ୟରେ ଯୁଦ୍ଧ କାରଣରୁ ୩୫୦ଟି ଭାରତୀୟ ବିମାନ ବାତିଲ
- ୱେଷ୍ଟଇଣ୍ଡିଜର ଆକର୍ଷଣୀୟ ବ୍ୟାଟିଂ
- ଆବୁଧାବୀରେ ଫସି ଯାଇଛନ୍ତି ଇଂଲଣ୍ଡ କ୍ରିକେଟର ଜନୀ ବେୟାରଷ୍ଟୋ
- US Israel Iran Attack: ପ୍ରଧାନମନ୍ତ୍ରୀ ଡକାଇଲେ CCS ବୈଠକ; ଭାରତୀୟ ନାଗରିକଙ୍କ ସୁରକ୍ଷା ସହ ରଣନୈତିକ ପ୍ରସ୍ତୁତି …
- ଓମାନ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ; ଜାହାଜରେ ଥିଲେ ୧୫ ଜଣ ଭାରତୀୟ ଓ ୫ ଇରାନ ନାଗରିକ
- ଟି୨୦ ବିଶ୍ୱକପ: ଦକ୍ଷିଣ ଆଫ୍ରିକାର କ୍ରମାଗତ ୭ମ ବିଜୟ
- Pakistan Violence Protest: ଖମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ବ୍ୟାପକ ହିଂସା; ୧୨ ମୃତ, ୩୦ରୁ ଅଧିକ ଆହତ
- ମହିଳା ଦିନିକିଆ: ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର କ୍ଲିନ ସୁଇପ, ଶତକ ସହ ବିଦାୟ ନେଲେ ହୀଲେ
Comments are closed.