ମୁମ୍ବାଇଁ: ବଲିଉଡର ଶ୍ରେÂ ସଫଳ ଫିଲ୍ମ ମଧ୍ୟରେ ଗଣତି ହେଉଥିବା ଶାହାରୁଖ ଖାଁଙ୍କ ଦିଲୱାଲେ ଦୁହ୍ଲନିୟାଁ ଲେ ଯାଏଙ୍ଗେର ସିକ୍ୱେଲ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିଥିବା ବେଳେ ଏହି ଫିଲ୍ମ କଥା ଉଠାଇଥିଲେ । ଶାହାରୁଖଙ୍କ ପ୍ରଶଂସକମାନେ ଏହି ପ୍ରଶଂସାରେ ଉତଫୁଲ୍ଲିତ ହୋଇ ପଡିଛନ୍ତି ।
କିଙ୍ଗ ଖାଁଙ୍କ ପତ୍ନୀ ଗୌରୀ ମଧ୍ୟ ଏହି ସଫଳ ଫିଲ୍ମର ସିକ୍ୱେଲ ହେବା କଥା ବୋଲି କହିଛନ୍ତି । ଏହାର ପ୍ରଯୋଜକ ଓ ନିଦେ୍ର୍ଧଶକଙ୍କ ସହ ନେଇ ଆଲୋଚନା କରିବି ବୋଲି ଗୌରୀ କହିଛନ୍ତି ।
BREAKING NEWS
- କଳିଙ୍ଗା ଘାଟିରେ ‘ସତର୍କ ସୂଚନା ଘଣ୍ଟି’ ଉଦ୍ଘାଟିତ
- କୋହଲି ଅହଙ୍କାରୀ କି ନୁହେଁ କହିଲେ ସାଥୀ ଖେଳାଳି
- କୋର୍ଟକୁ ଆସିଲେନି ପିୟୂଷ
- ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶା ରନର୍ସଅପ୍
- ରୋଗୀ ମୃତ୍ୟୁ ପରେ ମେଡିକାଲରେ ହାଇଡ୍ରାମା
- ବାପାଙ୍କ ସମର୍ଥନରେ ବାହାରିଲେ ସୋଫିଆ
- ୨୦୦କୁ ବଢିପାରେ ବିଧାନସଭା ସିଟ୍ ସଂଖ୍ୟା
- ଜମ୍ମୁରେ ଆତଙ୍କବାଦୀଙ୍କ ସାଟେଲାଇଟ୍ ଯୋଗାଯୋଗ ଟ୍ରାକ୍; ଭାରତୀୟ ସେନାର ସର୍ଚ୍ଚ ଅପରେସନ୍ ଆରମ୍ଭ
- Accident Rate: ବର୍ଷକୁ ଦେଶରେ ଘଟୁଛି ୫ ଲକ୍ଷ ଦୁର୍ଘଟଣା, ରାଜ୍ୟରେ ଜାଣନ୍ତୁ କେତେ…
- ପାକ୍ସ ସିଲିକାର ପୂର୍ଣ୍ଣକାଳୀନ ସଦସ୍ୟ ହେବ ଭାରତ, ଜାଣନ୍ତୁ କଣ…
Comments are closed.