Latest Odisha News

BREAKING NEWS

ରଣବୀର-ଆଲିୟାଙ୍କ ବ୍ରହ୍ମାସ୍ତ୍ରରେ ଶାହାରୁଖଙ୍କ ଭୂମିକାର ହେଲା ଖୁଲାସା!

ମୁମ୍ବାଇ: ରଣବୀର କାପୁର ଓ ଆଲିଆ ଭଟ୍ଟ ଅଭିନୀତ ବ୍ରହ୍ମାସ୍ତ୍ର ଫିଲ୍ମର ଟିଜର ଏବେ ରିଲିଜ ହୋଇଛି । ଫଳରେ ଦର୍ଶକଙ୍କ ଉତ୍କଣ୍ଠା ଏହି ଫିଲ୍ମ ପ୍ରତି ଆହୁରି ବଢ଼ିଛି । ଟିଜରରେ ଶାହାରୁଖ ଖାଁଙ୍କୁ ଦେଖିବାକୁ ମିଳିଥିବା ପ୍ରଶଂସକମାନେ ଦାବୀ କରିଛନ୍ତି । କେତେକ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଶାହାରୁଖ ଏଥିରେ ଏକ ବୈଜ୍ଞାନିକଙ୍କ ଭୂମିକା କରୁଛନ୍ତି । ଫିଲ୍ମରେ ତାଙ୍କ ରୋଲ ଛୋଟ ଥିଲେ ଏହାର ଗୁରୁତ୍ୱ ରହିଛି । ଯଦି ଏହା ସତ୍ୟ ହୋଇଥାଏ ତାହାହେଲେ ଟାଇଗର ୩, ପଠାନ, ଲାଲ ସିଂ ଚଢ଼ା,ଯବାନ ଓ ଡଙ୍କି ପରେ ବ୍ରହ୍ମାସ୍ତ୍ରରେ ତାଙ୍କୁ ଦେଖିବାକୁ ମିଳିଛି ।

ମେକର୍ସଙ୍କ ମତରେ ବ୍ରହ୍ମାସ୍ତ୍ରରେ ଅଭିନୟ କରୁଥିବା ସମସ୍ତ କଳାକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ନାଗାର୍ଜୁନ, ଶାହାରୁଖ ଓ ଡିମ୍ପଲ କାପାଡିଆ ମାଧ୍ୟମରେ ଫିଲ୍ମର କାହାଣୀ ଆରମ୍ଭ ହେବ ।

Leave A Reply

Your email address will not be published.