Latest Odisha News

ଭବାନୀ ଶଙ୍କର ଦାଶଙ୍କ ‘ଶେଷ ବୁନ୍ଦାକ ଲୁହ’ ଲୋକାର୍ପିତ

ବାଲିପାଟଣା : ବିଶିଷ୍ଟ ଗାଳ୍ପିକ ଡ. ଭବାନୀ ଶଙ୍କର ଦାଶଙ୍କ ଗଳ୍ପ ସଂକଳନ ‘ଶେଷ ବୁନ୍ଦାକ ଲୁହ’ ସ୍ଥାନିୟ ଶିଶୁ ଅନନ୍ତ ମହାବିଦ୍ୟାଳୟ ପରିସରରେ ହୋଇଯାଇଛି। ମଣିଷ ଜୀବନ ଓ ସାମାଜିକ ପ୍ରତିଛବି ଏହି ଗଳ୍ପ ସଙ୍କଳନରେ ସ୍ଥାନିତ ହୋଇଛି ବୋଲି ଗାଳ୍ପିକ ଶ୍ରୀ ଦାଶ କହିଥିଲେ।

ବୈକୁଣ୍ଠ ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଳ ସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ବାଲେଶ୍ଵର ନାଥ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଶାନ୍ତ ଆଚାର୍ଯ୍ୟ, ଦିଲ୍ଲୀପ କୁମାର ଓଝା ,ସୋମନାଥ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.