Latest Odisha News

କେମିତି ଶିଳ୍ପାଙ୍କ ପ୍ରେମରେ ପଡିଥିଲେ ରାଜ; ରହସ୍ୟ ଖୋଲିଲେ ଶିଳ୍ପା

ମୁମ୍ବାଇ: ଖୁବ୍‌ ଶୀଘ୍ର ମୁକ୍ତିଲାଭ କରିବ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଅଭିନୀତ ଫିଲ୍ମ ହଙ୍ଗାମା ୨। ଏଥିରେ ୧୯୯୪ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ମେ ଖିଲାଡି ତୁ ଅନାଡି’ର ଲୋକପ୍ରିୟ ଗୀତ ଚୁରାକେ ଦିଲ୍‌ ମେରାର ରିମେକ୍‌ ହୋଇଥିବା ଦେଖିବାକୁ ମିଳିଛି।

ତେବେ ସେହି ମସୟରେ ଏହି ନିର୍ଦ୍ଦିଷ୍ଟ ଗୀତକୁ ଏକ ରହସ୍ୟ ଉନ୍ମୋଚନ କରିଛନ୍ତି ଶିଳ୍ପା। ଏହା ଶିଳ୍ପାଙ୍କ ଜୀବନରେ ଏକ ନୂଆ ମୋଡ ଆଣିଥିଲା। ଏହି ଗୀତ ଶୁଣିବା ପରେ ଶିଳ୍ପାଙ୍କ ସ୍ବାମୀ ରାଜ ତାଙ୍କ ପ୍ରେମରେ ପଡ଼ିଥିଲେ। ସେବେଠାରୁ ରାଜ ତାଙ୍କ ପ୍ରଶଂସକ ହୋଇଥିଲେ। ଏହାର ଖୁଲାସା ଶିଳ୍ପା ଏକ ସାକ୍ଷାତକାରରେ କରିଛନ୍ତି। ଚୁରା କେ ଦିଲ ମେରା ୨.୦ ର ପ୍ରତିକ୍ରିୟାରେ ଶିଳ୍ପା ବେଶ୍‌ ଖୁସି ଥିବା କହିଛନ୍ତି।

Comments are closed.