Latest Odisha News

BREAKING NEWS

ଆସନ୍ତୁ ଜାଣିବା ସଲମାନଙ୍କୁ ମାରିବା ପାଇଁ ସୁପାରୀ କିଏ ନେଇଥିଲେ

ମେରଠ: ନିକଟରେ ୟୁପି ପୋଲିସ ନାଇଡୁ ଗ୍ୟାଙ୍ଗର ଶୁଟର ରବି ଭୁରାଙ୍କୁ ଗିରଫ କରିଛି । ସେ ଗିରଫ ହେବା ପରେ ଚାଂଚଲ୍ୟକର ତଥ୍ୟ ପ୍ରକାଶ କରିଛନ୍ତି । ବଲିଉଡ ସୁପର ଷ୍ଟାର ସଲମାନଙ୍କୁ ମାରିବା ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ୩୦ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ ବୋଲି ରବି କହିଛନ୍ତି । ମେରଠ ପୋଲିସ ମହାନିଦେ୍ର୍ଧଶକ ପ୍ରଶାନ୍ତ କୁମାର ଘଟଣାର ଯାଂଚ କରାଯିବ ବୋଲି କହିଛନ୍ତି ।

ସେହିପରି ସେ ଶିଳ୍ପା ସେଟ୍ଟୀ ପତି ରାଜ କୁନ୍ଦ୍ରାଙ୍କ ଅଫିସରୁ ୮ କୋଟି ଟଙ୍କା ନେଇଥିଲେ ବୋଲି କହିଛନ୍ତି । ୟୁପି ପୋଲିସ ଗୁଳିରେ ଶିବ ଶକ୍ତି ନାଇଡୁ ମରିଥିବା ବେଳେ ଭୁରା ଖସି ଯାଇଥିଲେ । ପରେ ପୋଲିସ ତାଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.