କଟକ: ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାରେ ଆଜି ଏସଆଇଟି ପକ୍ଷରୁ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି । ଏହି ମାମଲାରେ ତଦନ୍ତ କେତେ ଦୂର ଆଗେଇଛି ସେ ନେଇ ରିପୋର୍ଟରେ ଦର୍ଶାଯାଇଛି । ଏକ ବନ୍ଦ ଲଫଫାରେ ସତ୍ୟପାଠ ଦାଖଲ କରିଛି ଏସଆଇଟି ।
ଆସନ୍ତା ୨୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ଅନ୍ୟ ପକ୍ଷରେ ଏସପି ମଧ୍ୟ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଇଥିଲା । କିନ୍ତୁ ଏହି ରିପୋର୍ଟ ଦାଖଲ ହୋଇଛି କି ନାହିଁ ତାହା ଜଣାପଡିପାରିନାହିଁ ।
Comments are closed.