Latest Odisha News

BREAKING NEWS

Browsing Tag

SIT

ପରୀ ହତ୍ୟାକାରୀକୁ ଗିରଫ କଲା ଏସଆଇଟି

ଭୁବନେଶ୍ୱର : ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାରେ ହତ୍ୟାକାରୀ ଗିରଫ । ଗିରଫ ବ୍ୟକ୍ତି ଜଣକ ଯଦୁପରୁର ବୋଲି ଏସଆଇଟି ପକ୍ଷରୁ କୁହାଯାଇଛି । ଆସନ୍ତାକାଲି ନୟାଗଡ ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ଗିରଫ ଅଭିଯୁକ୍ତକୁ ହାଜର କରାଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଗତ ଜୁଲାଇ…

ଅରୁଣ ବ୍ରୋଥାଙ୍କୁ ଏସଆଇଟି ମୁଖ୍ୟ ପଦବୀରୁ ପ୍ରତ୍ୟାହାର କରିବାକୁ ବିଜେପିର ଦାବି

ଭୁବନେଶ୍ୱର: ନୟାଗଡ଼ ଯଦୁପୁର ପରୀ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏହି ଘଟଣାରେ ତଦନ୍ତ ଦିଗହରା ହୋଇଛି । ଏହାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥାଙ୍କ ନାଁରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ନିନ୍ଦନୀୟ ବୋଲି ଆଜି ବିଜେପି ପକ୍ଷରୁ ଆଯୋଜିତ ସାମ୍ବାଦିକ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଗିରଫ

ଭୁବନେଶ୍ୱର: ଚାକିରୀ ଦେବା ନାଁ ରେ ଠକେଇ ଅଭିଯୋଗରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓଙ୍କୁ ଆଜି ଗିରଫ କରିଛି କ୍ରାଇମ୍ଇବ୍ରାଞ୍ଚ ଏସ୍ଆଇଟି । ଗତକାଲି ତାଙ୍କୁ ହେପାଜତକୁ ନେଇ ଜେରା ପରେ ଆଜି ଗିରଫ କରଯାଇଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ…

ପରୀ ହତ୍ୟା ମାମଲାରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲା ଏସଆଇଟି

କଟକ: ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାରେ ଆଜି ଏସଆଇଟି ପକ୍ଷରୁ  ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି । ଏହି ମାମଲାରେ ତଦନ୍ତ କେତେ ଦୂର ଆଗେଇଛି ସେ ନେଇ ରିପୋର୍ଟରେ ଦର୍ଶାଯାଇଛି । ଏକ ବନ୍ଦ ଲଫଫାରେ ସତ୍ୟପାଠ ଦାଖଲ କରିଛି ଏସଆଇଟି  । ଆସନ୍ତା ୨୪ରେ ମାମଲାର ପରବର୍ତ୍ତୀ …

ନୟାଗଡ଼ ନାବାଳିକା ମୃତ୍ୟୁ ମାମଲା; ତଦନ୍ତ ଲାଗି ଏସଆଇଟିର ୫ ଜଣିଆ ଟିମ୍ ଗଠିତ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନୟାଗଡ଼ ଜିଲ୍ଲାର ଯଦୁପୁର ଗାଁର ନାବାଳିକା ହତ୍ୟା ଘଟଣାର ତଦନ୍ତ ଲାଗି ଶନିବାର ଦିନ ଓଡିଶା ସରକାର ଏକ ୫ ଜଣିଆ ଏସଆଇଟି ଟିମ୍ ଗଠନ କରିଛନ୍ତି। ଆଇଜି ଅରୁଣ ବୋଥ୍ରା ନେତୃତ୍ୱ ନେଉଥିବା ଏହି ଟିମରେ କ୍ରାଇମ ବ୍ରାଞ୍ଚ ଅଧିକାରୀ ଆର.କେ ଦୋରା, ଏଏସପି ଆରସି…

ହାଥରାସ ଘଟଣା: ଅଧରାତିରେ କାହାର ହୋଇଥିଲା ଶବସତ୍କାର? ଅସ୍ଥିର DNA ପରୀକ୍ଷା ପାଇଁ ଦାବି କଲା ପରିବାର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରାସ ଗଣଦୁଷ୍କର୍ମ ଘଟଣାରେ ଦିନକୁ ଦିନ ନୂଆ ମୋଡା ସାମ୍ନାକୁ ଆସୁଛି । ଏବେ ପୀଡିତାଙ୍କ ପରିବାର ଲୋକେ ପୋଲିସ ଅଧରାତିରେ ଶବସତ୍କାର କରିଥିବା ଅସ୍ଥିର ଡିଏନ୍‌ଏ ପରୀକ୍ଷା ପାଇଁ ଦାବି କରିଛନ୍ତି । ରାତିଅଧରେ ପୋଲିସ କାହାର ଅନ୍ତିମ ସଂସ୍କାର କରିଥିଲା । ସେ ମୋ…