କୋରାପୁଟ: ଗାଁରେ ବୁଲୁଛନ୍ତି ଭାଲୁ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଲଦିଯୋଡ଼ି ଗାଁରେ ଭାଲୁ ଆତଙ୍କ । ଗତ କିଛି ଦିନ ହେବ ଗାଁରେ ସନ୍ଧ୍ୟା ହେବା ପରେ ୬ଟି ଭାଲୁ ବୁଲୁଥିବା ଦେଖିବାକୁ ମିଳୁଛି । ଏମାନଙ୍କୁ ଦେଖି ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି ।

ଭାଲୁ ଭୟରେ ସନ୍ଧ୍ୟା ହେଲେ ଗାଁରେ ତାଟି କବାଟ ପଡ଼ିଯାଉଛି । ବନ୍ଦ ହୋଇ ଯାଉଛି ଦୋକାନ ବଜାର । ଲୋକ ଘରୁ ବାହାରୁ ନାହାନ୍ତି । ଜଣେ ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି । ଗାଁରେ ଭାଲୁ ବୁଲୁଥିବା ନେଇ ବନ ବିଭାଗକୁ ଖବର ଦେଇଛନ୍ତି ଲୋକ ।
BREAKING NEWS
- ବିଧାୟକ ଓ ବରିଷ୍ଠ ଅଧିକାରୀଙ୍କ ପାଇଁ ୩୦୦ ଫ୍ଲାଟର ବ୍ୟବସ୍ଥା;ଜୁନ୍ ୩୦ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ
- Sara Ali Khan Badrinath Kedarnath Visit : ଆଉ କେଦାରନାଥ ଦର୍ଶନ କରିପାରିବେ ନାହିଁ ସାରା ଅଲି ଖାନ?
- Bhojpuri film:୨୦ ବର୍ଷ ତଳର ସେହି ବ୍ଲକବଷ୍ଟର ଫିଲ୍ମ
- SJFI ସ୍ୱର୍ଣ୍ଣ ଜୟନ୍ତୀ: ଉତ୍ତରାଞ୍ଚଳ ଜିତିଲା ଜେକେ ବୋଷ ଟ୍ରଫି, ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ସମ୍ମାନିତ
- Modi’s Farewell Speech in Rajyasabha: ରାଜ୍ୟସଭା ସାଂସଦଙ୍କ ଉଦ୍ଦେଶ୍ୟରେ ବିଦାୟୀ ଭାଷଣ, ପ୍ରଧାନମନ୍ତ୍ରୀ କହିଲେ, “ରାଜନୀତିରେ କୌଣସି ପୂର୍ଣ୍ଣଚ୍ଛେଦ ନାହିଁ”
- Harbhajan Singh On Mumbai Indians Win: ଭଜିଙ୍କ ଭବିଷ୍ୟବାଣୀ, ଏଥର ମୁମ୍ବାଇ ଇଣ୍ଡିଆନ୍ସ
- Bunker Buster Bombs On Iran Missile Sites: ଭୟଙ୍କର ରୂପ ନେଲା ଯୁଦ୍ଧ! ଇରାନୀ କ୍ଷେପଣାସ୍ତ୍ର ଘାଟି ଉପରେ ବଙ୍କର୍ ବଷ୍ଟର ବୋମା ପକାଇଲା ଆମେରିକା
- ବୁମରାହ, ଅକ୍ଷରଙ୍କ ସ୍ୟାଲେରୀ ବଢ଼ାଇବ ବିସିସିଆଇ
- ଯୁଦ୍ଧ ମଧ୍ୟରେ ଏଲ୍ପିଜି ସଙ୍କଟ: ଓଡ଼ିଆ କ୍ୟାପଟେନଙ୍କ ସାହସ ଓ କର୍ତ୍ତବ୍ୟ ପାଇଁ ଆଜି ଦେଶ ଗର୍ବିତ
- ଇରାନ ବିରୋଧରେ ଏକତ୍ର ହେବେ ଇସଲାମିକ ଦେଶ
Comments are closed.