ଭୁବନେଶ୍ୱର: ସାରା ବିଶ୍ୱରେ ଆଜି ମାତୃତ୍ୱ ଦିବସ ପାଳିତ ହେଉଥିବା ବେଳେ ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ଼ ବିଶ୍ୱବିଦ୍ୟାଳୟ (ସୋଆ ) ପକ୍ଷରୁ ଛାତ୍ରଛାତ୍ରୀଙ୍କ ଲାଗି ଏକ ଅଭିନବ ପ୍ରୟାସ କରାଯାଇଛି ।
ସନ୍ତାନ ପ୍ରତି ସ୍ନେହ, ଶ୍ରଦ୍ଧା ଓ ବାତ୍ସଲ୍ୟତାରେ ଭରା ମାତୃତ୍ୱ ଭାବନାକୁ ସମ୍ମାନ ଜଣାଇ ଛାତ୍ରଛାତ୍ରୀମାନଙ୍କଠାରୁ ଦୁଇପଦ ଲେଖା ଆହ୍ୱାନ କରାଯାଉଛି । ଛାତ୍ରଛାତ୍ରୀମାନେ ସେମାନଙ୍କର ଲେଖା ଓ ସେଲଫି ପଠାଇପାରିବେ ।
Comments are closed.