ଭୁବନେଶ୍ୱର: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭିଣୋଇ ତଥା ଗୀତା ମେହେଟ୍ଟାଙ୍କର ସ୍ୱାମୀ ସୋନିଙ୍କର ଗତକାଲି ଦେହାନ୍ତ ଘଟିଛି । ସେ ଜଣେ ଅନ୍ତର୍ଜାତୀୟ ପ୍ରକାଶକ ଓ ସମ୍ପାଦକ ଭାବେ ମଧ୍ୟ ବେଶ ପରିଚିତ ଥିଲେ ।
ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା ।
ଏନେଇ ମୁଖ୍ୟମନ୍ତ୍ରୀ ନବୀନ ଗଭୀର ଶୋକ ପ୍ରକାଶ କରିବା ସହ ଟ୍ୱିଟ୍ ମଧ୍ୟ କରିଛନ୍ତି ।
I am deeply grieved by the passing away of my brother in law Sonny Mehta ( Husband of my sister Gita Mehta). He was one of the world's best editors and an extremely civilized person. May his soul rest in peace.
— Naveen Patnaik (@Naveen_Odisha) December 31, 2019
Comments are closed.