Latest Odisha News

BREAKING NEWS

ସୋନୁ ସୁଦଙ୍କୁ କରୋନା

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦଙ୍କ କରୋନା ସଂକ୍ରମିତ ହୋଇଛନ୍ତି। ମହାମାରୀ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ ଯୋଗାଉଥିବା ସୋନୁ ବି ଆଜି କରୋନା କବଳରେ। ସେ ନିଜେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ପ୍ରଦାନ କରିଛନ୍ତି।

ସେ ଉଲ୍ଲେଖ କରିଛନ୍ତି ଯେ, ଆଜି ସକାଳେ ମୋର କରୋନା ରିପୋର୍ଟ ପଜିଟିଭ ଆସିଛି। ମୁଁ କ୍ବାରେଣ୍ଟାଇନରେ ମଧ୍ୟ ରହିଛି। କୋଭିଡ୍‌ ନିୟମ ମାନି ମୁଁ ମୋର ଯତ୍ନ ମଧ୍ୟ ନେଉଛି।

Leave A Reply

Your email address will not be published.