Latest Odisha News

ଭାଇରାଲ ହେଉଛି ସୋନୁ ସୁଦଙ୍କ ଆଉ ଏକ ନୂଆ ଟାଲେଣ୍ଟ; ଦେଖନ୍ତୁ ଭିଡିଓ‌

ନୂଆଦିଲ୍ଲୀ: ସୋନୁ ସୁଦଙ୍କ ଆଉ ଏକ ନୂଆ ଟାଲେଣ୍ଟ ଦେଖିବାକୁ ମିଳିଛି। ସେ ଏକ ବିବାହ ବ୍ୟାଣ୍ଡ ବଜାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସେ ଏହି ଭିଡିଓ ନିଜ ଇନଷ୍ଟାଗ୍ରାମ ସେୟାର କରି ପ୍ରଶଂସକଙ୍କୁ ବୁକିଂ ପାଇଁ ନିମନ୍ତ୍ରଣ କରିଥିବା ଦେଖିବାକୁ ମିଳିଛି।

ଏହି ଭିଡିଓ ସେୟାର୍‌ କରି ସୋନୁ ଲେଖିଛନ୍ତି ଯଦି ତୁମେ ଆପଣ ବିବାହ ପାଇଁ ଏକ ବ୍ୟାଣ୍ଡ୍‌ ଖୋଜୁଛନ୍ତି, ତେବେ ଆମର ବ୍ୟାଣ୍ଡ୍‌ ବହୁତ ଭଲ।

ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ସୋନୁଙ୍କୁ ବେଶ୍‌ ପ୍ରଶଂସା କରିଥିଲେ। ଜଣେ ପ୍ରଶଂସକ ମନ୍ତବ୍ୟ ଦେଇ କହିଛନ୍ତି ଯେ, “ ତୁମେ ଆମ ସମସ୍ତଙ୍କ ପାଇଁ ପ୍ରେରଣା”।

Comments are closed.