Latest Odisha News

BREAKING NEWS

ଦକ୍ଷିଣ କୋରିଆରେ ଆରମ୍ଭ ହେଲା କେ-ଲିଗ୍ ଫୁଟବଲ

ସିଓଲ: ଦକ୍ଷିଣ କୋରିଆ କରୋନା ଭାଇରାସକୁ ନିୟନ୍ତ୍ରଣରେ ରଖିବାରେ କିଛି ମାତ୍ରାରେ ସଫଳ ହୋଇଛି । ସେଠାରେ ଧିରେ ଧିରେ ପରିସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ଶୁକ୍ରବାର ସ୍ଥାନୀୟ ସରକାର ଲୋକପ୍ରିୟ କେ-ଲିଗ୍ ଫୁଟବଲ ଟୁର୍ଣ୍ଣାମେଂଟକୁ ଆୟୋଜନ କରିବାକୁ ଅନୁମତି ଦେଇଛନ୍ତି । ତେବେ ଦର୍ଶକଙ୍କୁ ଏହି ମ୍ୟାଚ ଷ୍ଟାଡିୟମରେ ଉପଭୋଗ କରିବା ପାଇଁ ଅନୁମତି ନ ଥିଲା ।

୩ ଦିନ ତଳେ ପ୍ରଫେଶନାଲ ବେସବଲ ଲିଗ୍ ମଧ୍ୟ ଆରମ୍ଭ ହୋଇଥିଲା । କେ-ଲିଗର ଉଦଘାଟନୀ ମୁକାବିଲାରେ ଜିଓନବକ ମୋଟର୍ସ ୧-୦ ଗୋଲରେ ସୁୱନ ବ୍ଲୁ ୱିଙ୍ଗସ ପରାସ୍ତ କରିଛି ।

Leave A Reply

Your email address will not be published.