Latest Odisha News

BREAKING NEWS

କେରଳ ଛୁଇଁଲା ଦକ୍ଷିଣପଶ୍ଚିମ ମୋୖସୁମୀ

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ କେରଳରେ ପହଞ୍ଚିଛି ଏବଂ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆରବ ସାଗର, ମାଲଦ୍ୱୀପ-କୋମରିନ୍ ଅଞ୍ଚଳ, ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଆଦି ଅଞ୍ଚଳରେ ପାଗରେ ପରିବର୍ତ୍ତନ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପ୍ରକାଶ କରିଛି।

ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ “ଦକ୍ଷିଣ-ପଶ୍ଚିମ ମୋୖସୁମୀ କେରଳ ଛୁଇଁଥିବା ଯୋଗୁଁ ଚଳିତବର୍ଷ ପାଗ ଅନୁକୂଳ ରହିବ।

ସେହିପରି ଜୁନ୍ ୧ରେ ମୋୖସୁମୀ କେରଳ ଛୁଇଁବ ବୋଲି ଶନିବାର ଦିନ ଆକଳନ କରିଥିଲା ସ୍କାଏମେଟ ଓ୍ବେଦର।

Leave A Reply

Your email address will not be published.