ନୂଆଦିଲ୍ଲୀ: କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ବାୟୁ କେରଳ ଛୁଇଁଥିବା ନେଇ ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗ । ଏନେଇ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ ଯୋଗେ ସୂଚନା ଦେଇଛି ଆଇଏମଡି। ପାଣିପାଗ ବିଭାଗ ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ଉତ୍ତର ପୂର୍ବ ଆଡ଼କୁ ଅଗ୍ରସର ହେବ। ଏନେଇ ପାଗ ଅନୁକୂଳ ଥିବା ବେଳେ ଅନେକ ସ୍ଥାନରେ ତାତିରୁ ଆଶ୍ବସ୍ତି ମିଳିପାରେ ବୋଲି ଆକଳନ କରାଯାଇଛି ।
BREAKING NEWS
- ଆସନ୍ତା ୧୦ ଯାଏଁ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା; ସେପଟେ, କାଳବୈଶାଖୀରେ ତାଣ୍ଡବରେ ୨ ମୃତ
- Road Accident: ଟ୍ରକକୁ ପଛରୁ ପିଟିଲା ଆଉ ଏକ ଟ୍ରକ, ଚାଲିଗଲା ୩ ଜୀବନ
- ମଣିପୁରରେ ଦୁଇ ଉଗ୍ରବାଦୀ ଗିରଫ; ଦିଲ୍ଲୀ ପୋଲିସର ଇନପୁଟ୍ ଆଧାରରେ କରାଯାଇଥିଲା ସର୍ଚ୍ଚ ଅପରେସନ
- ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍
- ସେଣ୍ଟ୍ରାଲ ଏସିଆନ ହ୍ୟାଣ୍ଡବଲରେ ଭାରତକୁ ବ୍ରୋଞ୍ଜ
- Planning Terror Attack: Toy Car Bomb ଦ୍ବାରା ବିସ୍ଫୋରଣ ଯୋଜନା କରୁଥିବା ୨ ଆତଙ୍କବାଦୀ ଗିରଫ; ରହିଛି ଜୈଶ ଲିଙ୍କ
- ‘Sri Beach’ Project:ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ ଶ୍ରୀବିଚ୍! ଆଗାମୀ ୧୬ ମାସରେ ଶେଷ ହେବ ପ୍ରକଳ୍ପ
- ଚେନ୍ନାଇର ହ୍ୟାଟ୍ରିକ ପରାଜୟ: ଟିମ ଡେଭିଡ, ପାଡିକଲଙ୍କ ବିସ୍ଫୋରକ ବ୍ୟାଟିଂ
- Trump threatens: ମଙ୍ଗଳବାର ପାୱାର ପ୍ଲାଣ୍ଟ ଧ୍ୱଂସ ହୋଇଯିବ… ଇରାନ ହୋର୍ମୁଜ୍ ଯଦି ନ ଖୋଲେ;ଇରାନକୁ ଟ୍ରମ୍ପ୍ଙ୍କ ଅଶାଳୀନ ଗାଳି
- Lightning Strike:ରାଜ୍ୟରେ ବଜ୍ରପାତ ନେଲା ୩ଜୀବନ, ଅନେକ ଆହତ
Comments are closed.