Latest Odisha News

BREAKING NEWS

ଶ୍ରୀମଦ ଭାଗବତ ପାରାୟଣ ପ୍ରବଚନ ମହାଯଜ୍ଞ ଆୟୋଜିତ

ପୁରୀ:ଝାଞ୍ଜପିଟା ମଠ ଆନୁକୂଲ୍ୟରେ ମାର୍ଚ୍ଚ ୭ରୁ ୧୧ ପର୍ଯ୍ୟନ୍ତ ଚବିଶପ୍ରହର ବ୍ୟାପି ଅଖଣ୍ଡ ନାମସଂକୀର୍ତନ ସହ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କର ୫୩୫ତମ ଶୁଭ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହେଉଛି । ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ୱାର ନିକଟରେ ଏହି ଭକ୍ତିମୟ କାର୍ଯ୍ୟକ୍ରମ ଆୟୋଜିତ ହେଇଛି । ପଣ୍ଡିତ ପ୍ରମୋଦ କୁମାର ହରିଚନ୍ଦନ, ଶ୍ରୀମତୀ ସରୋଜିନୀ ଦେବୀ, ପଣ୍ଡିତ ସୋମନାଥ ଦାସଜୀ,

ପଣ୍ଡିତ ପ୍ରମୋଦ ନାୟକ, ପଣ୍ଡିତ ଲଳିତ ମୋହନ ମହାପାତ୍ର, ଉମେଶ ଚନ୍ଦ୍ର ରଥ, ବାବାଜୀ ସଚ୍ଚିଦାନନ୍ଦ ଦାସଜୀ ମହାରାଜ, ପଣ୍ଡିତ ବୈଷ୍ଣବ ଚରଣ ଦାସ ଓ ପଣ୍ଡିତ ମଳୟ ମିଶ୍ର ଉଦବୋଧନ ଦେବା ସହ ଶାସ୍ତ୍ର ଆଲୋଚନା କରିଥିଲେ । ଓଡିଶା ସଙ୍ଗୀତ ପରିଷଦର ପଥର ଆଖଡା, ପୁରୀ ଆନୁକୂଲ୍ୟରେ ଭଜନ ପରିବେଷଣ କରାଯାଉଛି । ଶ୍ରୀଯୁକ୍ତ ଶଙ୍କର୍ଷଣ ମଙ୍ଗରାଜ ସଭାପତିତ୍ୱ କରୁଛନ୍ତି ।

Leave A Reply

Your email address will not be published.