ଭୁବନେଶ୍ୱର: ଓଡିଶାରେ ଚାଲିବ ପାଣି ଜାହାଜ । କରୋନା ଭିତରେ ରାଜ୍ୟ ପର୍ଯ୍ୟଟନର ବିକାଶ ପାଇଁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । ଚିଲିକା, ହୀରାକୁଦ ଜଳଭଣ୍ଡାର, ମହାନଦୀ, ଭିତରକନିକା ଏବଂ ସାତକୋଶିଆ ଗଣ୍ଡରେ କ୍ରୁଜ୍ ଚଳାଇବା ପାଇଁ ସରକାର ଯୋଜନା କରିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ କେବଳ ଦିନରେ ଏହି ପାଣି ଜାହାଜ ଚଳାଚଳ କରିବ । କ୍ରୁଜ୍ ପରିଚାଳନା ପାଇଁ ଜୁଲାଇ ୧୦ ତାରିଖ ସୁଦ୍ଧା ବିଭିନ୍ନ ସଂସ୍ଥାଙ୍କୁ ପ୍ରସ୍ତାବ ଦେବାକୁ ଆହ୍ୱାନ କରିଛି ଓଡିଶା ପର୍ଯ୍ୟଟନ ବିଭାଗ । ରାଜ୍ୟରେ ପର୍ଯ୍ୟଟନର ବିକାଶ ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମଧ୍ୟ ଯୋଜନା କରାଯାଉଛି ।
BREAKING NEWS
- ‘ପଖାଳ ପର୍ବ’ ୨୦୨୬ ଉଦଘାଟିତ; ଓଡ଼ିଶାର ରୋଷେଇ ପରମ୍ପରାର ୨ ଦିନିଆ ଉତ୍ସବ ଆରମ୍ଭ
- ପୂନର୍ବାର ବାପା ମାଆ ହେଲେ ଦୀନେଶ, ଦୀପିକା
- ଏହି ୩ଟି ଷ୍ଟେସନରେ ଟ୍ରେନଗୁଡ଼ିକର ପରୀକ୍ଷାମୂଳକ ରହଣି ନେଇ ଅନୁମୋଦନ କରିଛି ରେଳ ମନ୍ତ୍ରଣାଳୟ
- Gold Silver Rate Today: ଗ୍ରାହକଙ୍କ ପାଇଁ ଖୁସି ଖବର; କମିଲା ସୁନା-ରୂପା ଦର
- ମୋଟର ଯାନ ନିୟମର ସଠିକ ଅନୁପାଳନକୁ ତଦାରଖ କରିବା ଉପରେ ବାଣିଜ୍ୟ ଓ ପରିବହନ ବିଭାଗର ଗୁରୁତ୍ୱ
- ବ୍ରେନ ଡେଡ ପତିଙ୍କ ଶୁକ୍ରାଣୁ ସୁରକ୍ଷିତ ରଖିପାରିବେ ପତ୍ନୀ
- Diamond Mines Found: ଓଡିଶାର ଏହି ସ୍ଥାନରେ ରହିଛି ହୀରା ଖଣି, ସୂଚନା ଦେଲେ ମନ୍ତ୍ରୀ
- ବିସିସିଆଇ ନିକଟରେ ବଡ ଡିମାଣ୍ଡ ରଖିଲେ ଅଜିତ ଅଗରକର
- Sending Sensitive Videos to Pak: ସାମରିକ ତଥ୍ୟ ସହ ଖାଟୁ ଶ୍ୟାମ ମନ୍ଦିରର ଭିଡିଓ ପାକିସ୍ତାନକୁ ପଠାଇଥିଲେ… ୬ ଗୁପ୍ତଚର ଗିରଫ
- ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ…
Comments are closed.