ଭୁବନେଶ୍ବର : ରାଜ୍ୟରେ ଅକ୍ସିଜେନ୍ ପାଇଁ ଗଠନ ହେଲା ଟାସ୍କ ଫୋର୍ସ । ୯ ଜଣିଆ ଟାସ୍କଫୋର୍ସ ଗଠନ କରିଛନ୍ତି ରାଜ୍ୟ ସରକାର । ଗଠିତ ହୋଇଥିବା ଏହି ଟାସ୍କ ଫୋର୍ସରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ମେଡିକାଲ ଅକ୍ସିଜେନ୍ ଉତ୍ପାଦନ ଓ ବିତରଣର ତଦାରଖ କରିବ ଟାସ୍କ ଫୋର୍ସ । ମେଡିକାଲ ଅକ୍ସିଜେନ୍ ଉପରେ ଦୀର୍ଘମିଆଦି ଯୋଜନା କରିବ ଟାସ୍କଫୋର୍ସ । ରାଜ୍ୟରେ କିପରି ଅକ୍ସିଜେନ୍ ଉତ୍ପାଦନ ବୃଦ୍ଧି ପାଇବ ସେନେଇ ପଦକ୍ଷେପ ନେବ ଟାସ୍କ ଫୋର୍ସ । ସେହିପରି ଅକ୍ସିଜେନ୍ ରିଫିଲିଂ କ୍ଷମତା ବୃଦ୍ଧି କରିବାକୁ ଗୁରୁତ୍ବ ଦିଆଯିବ ।
BREAKING NEWS
- CPET ପରୀକ୍ଷା ଆବେଦନ ପାଇଁ ସମୟ ସୀମା ବୃଦ୍ଧି, ଏହି ତାରିଖ ଯାଏଁ କରିପାରିବେ ଆବେଦନ
- ୪୦ ପ୍ରତିଶତ ଗ୍ରାଜୁଏଟ୍ ବେକାର, ଏଥିପାଇଁ ମିଳୁନି ଚାକିରି
- ଆମେ ମୁଣ୍ଡ ନୁଆଁଇବୁ ନାହିଁ କି ଭୟ କରିବୁ ନାହିଁ: ସାଉଦି ବିଦେଶ ମନ୍ତ୍ରୀଙ୍କ ଚେତାବନୀ
- ଅଶ୍ଳୀଳତାରେ ଭରପୁର ‘ସରକେ ଚୁନର’
- ଇରାନକୁ ଖୋଲାଖୋଲି ଟ୍ରମ୍ପଙ୍କ ଚେତାବନୀ
- ୫.୫୬ କୋଟି ଟଙ୍କା ପେନସନ ଠକେଇ ମାମଲା: ପ୍ରଦୀପ ମହାନ୍ତିଙ୍କ ପରିବାର ଗିରଫ
- Thunderstorm Warning: ରାଜ୍ୟରେ ୫ ଦିନ କାଳବୈଶାଖୀ, ଝଡବର୍ଷା ନେଇ ସତର୍କତା ଜାରି
- ମାଟ୍ରିକ ଖାତା ଦେଖା ଆରମ୍ଭ, ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇପାରେ ଫଳ
- ଡିଭାଇଡ଼ରକୁ ପିଟିଲା ଆଳୁ ବୋଝେଇ ଟ୍ରକ: ୨ ମୃତ
- ଓଡ଼ିଶାରେ ଜମି କିସମ ପରିବର୍ତ୍ତନ ନିୟମକୁ ବଦଳେଇବାକୁ ରାଜ୍ୟ ଡେଭଲପର୍ସଙ୍କ ଦାବି
Comments are closed.