ଇନେ୍ଦାର: ବିଜେପି ନେତା କୈଳାଶ ବିଜୟବର୍ଗିୀୟ ଦୀର୍ଘ ୨୦ ବର୍ଷ ପରେ ଅନ୍ନ ଗ୍ରହଣ କରିଛନ୍ତି । ୨୦୦୦ରେ ସେ ଇନେ୍ଦାରର ମେୟର ଥିବା ବେଳେ ଏହାର ଉନ୍ନତି ପଛରେ ପିତୃଦୋଷ ରହିଛି ବୋଲି ଜଣେ ମହର୍ଷି କହିଥିଲେ । ସେହି ଦିନ ଠାରୁ ସେ ସଂକଳ୍ପ କରିଥିଲେ ପିତୃ ପର୍ବତରେ ବିଶ୍ୱର ସବୁଠାରୁ ଉଚ୍ଚତମ ହନୁମାନ ପ୍ରତିମା ସ୍ଥାପନ ନ ହେଲା ପର୍ଯ୍ୟନ୍ତ ଅନ୍ନ ଖାଇବେ ନାହିଁ ।
ଏବେ ନିକଟରେ ହନୁମାନ ପ୍ରତିମା ସ୍ଥାପିତ ହେବା ପରେ ସେ ତାଙ୍କ ଗୁରୁଙ୍କଠାରୁ ଅନ୍ନ ଗ୍ରହଣ କରିଥିଲେ । ଇନେ୍ଦାରର ବିକାଶ ମୋ ପାଇଁ ସବୁଠାରୁ ବଡ କଥା । ଏଥିପାଇଁ ଯାହା ବି କଷ୍ଟ ପଡିବ ସହିବାକୁ ରାଜି ଥିଲି ବୋଲି ସେ କହିଛନ୍ତି ।
BREAKING NEWS
- Next Bihar CM: କେନ୍ଦ୍ର ରାଜନୀତିରେ ନୀତିଶ କୁମାରଙ୍କ ରିଏଣ୍ଟ୍ରି! କିଏ ସମ୍ଭାଳିବେ ବିହାର କମାଣ୍ଡ?
- Ram Charan Barefoot: କାହିଁକି ରଶ୍ମିକା-ବିଜୟଙ୍କ ରିସେପ୍ସନରେ ଖାଲି ପାଦରେ ପହଞ୍ଚିଥିଲେ ରାମ ଚରଣ?
- Indian Ports Used By US Navy: କ’ଣ ଇରାନ ଉପରେ ଆକ୍ରମଣ ପାଇଁ ଆମେରିକାକୁ ନିଜ ଘାଟି ଦେଇଛି ଭାରତ? ସାମ୍ନାକୁ ଆସିଲା ସତ…
- ପାଟନା ଛାଡ଼ି ଦିଲ୍ଲୀ ଯିବେ ନୀତିଶ କୁମାର, ସରଗରମ ରାଜନୀତି
- ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଟ୍ୱିନ ସିଟିରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
- ଇରାନ ଉପରେ ଜାରି ରହିବ ଆକ୍ରମଣ, IDF ସାଧାରଣ ନାଗରିକଙ୍କୁ ରିଜର୍ଭ ବେସରେ ରହିବାକୁ ନିର୍ଦ୍ଦେଶ
- ନେପାଳରେ ଆଜି ସାଧାରଣ ନିର୍ବାଚନ ପାଇଁ ଭୋଟ୍, କେବଳ ୬୦% ସାଂସଦ ସିଧାସଳଖ ହେବେ ନିର୍ବାଚିତ
- ରାଜ୍ୟସଭା ଆସନ ପାଇଁ ନାମାଙ୍କନର ଶେଷ ଦିନ, ମାର୍ଚ୍ଚ ୧୬ରେ ଭୋଟ୍
- ହୋଲିରେ ଅଘଟଣ; ଗୀତ ଗାଉ ଗାଉ ଟଳି ପଡିଲେ ଯୁବକ
- ଡକାୟତି ପାଇଁ କରୁଥିଲେ ଯୋଜନା…୬ଜଣଙ୍କୁ ବାନ୍ଧିଲା ପୋଲିସ
Comments are closed.