ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲ (ଆଇଏସଏଲ)ର ଆଗାମୀ ସଂସ୍କରଣରେ ଓଡିଶା ଏଫସିର ନେତୃତ୍ୱ ନେବେ ଷ୍ଟିଭେନ ଟେଲର । ଶନିବାର ଆୟୋଜିତ ଦଳୀୟ ବୈଠକରେ ମୁଖ୍ୟ କୋଚ ଷ୍ଟୁଆର୍ଟ ବାକ୍ସଟର ଏ ନେଇ ସୂଚନା ଦେଇଛନ୍ତ । ନିଉ କ୍ୟାସଲ ୟୁନାଇଟେଡର ପୂର୍ବତନ ଡିଫେଣ୍ଡରଙ୍କ ଅଭିଜ୍ଞତା ଦଳକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି । ଷ୍ଟିଭେନ ତାଙ୍କୁ ପ୍ରଦାନ କରାଯାଇଥିବା ଗୁରୁ ଦାୟିତ୍ୱ ସଫଳତାର ସହ ତୁଲାଇବେ ବୋଲି କହିଛନ୍ତି ।
୨୩ ନଭେମ୍ବରରେ ହାଇଦ୍ରାବାଦ ଏଫସି ବିପକ୍ଷରେ ଓଡିଶା ଏଫସି ଅଭିଯାନ ଆରମ୍ଭ କରିବ । ପ୍ରଶିକ୍ଷଣ ଶିବିରରେ ମଧ୍ୟ ଷ୍ଟିଭେନ ଯୁବ ଖେଳାଳିଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଉଥିବା ଦେଖିବାକୁ ମିିଳିଥିଲା । ନିଜ ପ୍ରଦର୍ଶନ ଉପରେ ବିଶ୍ୱାସ ରଖିଲେ ସବୁ କିଛି ସମ୍ଭବ ବୋଲି ଏହି ଅଭିଜ୍ଞ ଡିଫେଣ୍ଡରଜଣଙ୍କ କହିଛନ୍ତି ।
BREAKING NEWS
- ମଣିପୁରରେ ପୁଣି ହିଂସା: ଆଖିବୁଜା ଗୁଳିମାଡ଼ରେ ଦୁଇ ମହିଳାଙ୍କ ମୃତ୍ୟୁ, ଜଳିଗଲା ଏକାଧିକ ଫାର୍ମହାଉସ୍
- ସାଉଦି ଆରବକୁ ପାକିସ୍ତାନର ଧୋକା ! : ପାକିସ୍ତାନର ମନା ପରେ ଇସ୍ରାଏଲର ସହାୟତା ଲୋଡ଼ିଲା ସାଉଦି ଆରବ
- ରେଳ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା: ୩ ଦିନ ପାଇଁ ରାସ୍ତା ମଝିରୁ ଫେରିବ ଏକାଧିକ ମେମୁ ଟ୍ରେନ୍
- ଭାରତକୁ ଫେରିବ ଫର୍ମୂଲା ୱାନ: ସରକାର ଗଠନ କଲେ ଟାସ୍କ ଫୋର୍ସ
- ଚଳିତ ମୌସୁମୀରେ ନୂଆ ରେକର୍ଡ: ବଙ୍ଗୋପସାଗରରେ ସୃଷ୍ଟି ହେଲାଣି ୧୧ଟି ଲଘୁଚାପ
- ମହଙ୍ଗା ଜାଲରେ ଛନ୍ଦି ହେଲାଣି ମଧ୍ୟବିତ୍ତ ପରିବାର: ଦରଦାମ ନିୟନ୍ତ୍ରଣ କରିବାରେ ପ୍ରଶାସନ ଫେଲ୍!
- ଏମକେସିଜି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ
- ଟି୨୦ ଆନ୍ତର୍ଜାତୀୟରେ ଜସପ୍ରୀତ ବୁମରାଙ୍କ ବିଶ୍ୱ ରେକର୍ଡ
- ଜନ୍ତର ମନ୍ତର ହିଂସା ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଜାମିନ ପ୍ରଦାନ କଲେ ପଟିଆଲା ହାଉସ କୋର୍ଟ
- ୟୁପିଆଇ କାରବାର ନେଇ ନୂଆ ନିୟମ:ଜାଣନ୍ତୁ ନୂଆ ସ୍ଲାବ୍

Comments are closed.