ମୁମ୍ବାଇ: ନିକଟରେ ବାଗୀ-୩ ଫିଲ୍ମ ରଲିଜ ହେବା ସହ ଆଭରେଜ ଧରଣର ବ୍ୟବସାୟ ଜାରି ରଖିଛି । ଏହି ଫିଲ୍ମରେ ବାପା ଜ୍ୟାକି ଶ୍ରଫ ଓ ପୁଅ ଟାଇଗର ପ୍ରଥମ ଥର ପାଇଁ ଏକତ୍ର କାମ କରୁଛନ୍ତି । ପରିବାର ସଦସ୍ୟଙ୍କ ସହ ସ୍କ୍ରିନ ଶେୟାର କରିବା ନିଶ୍ଚିତ ଭାବେ ଖୁସିର କଥା ବୋଲି ଜ୍ୟାକି କହିଛନ୍ତି । ଏହି ଅବସରରେ ସେ କାହିଁକି ପୁଅ ନାମ ଟାଇଗର ରଖିଲେ ସେ ବିଷୟରେ କହିଥିଲେ ।
ଛୋଟ ପିଲା ବେଳେ ସେ ସବୁବେଳେ ନଖରେ ମୋ ଆଖିକୁ ରାମ୍ପୁଡି ଥାଏ । ଆଖିକୁ ସବୁବେଳେ ଖାଇବା ପାଇଁ ଚେଷ୍ଟା କରିଥାଏ । ବୋଧହୁଏ ସେ ଭାବି ନେଇଥିଲା ଆଖି ଗୋଟୋ ଖାଇବା ଜିନିଷ । ବାରମ୍ବାର ଏପରି କରିବାକୁ ତାର ନାମ ମୁଁ ଟାଇଗର ରଖିଥିଲି । ବର୍ତମାନ ଭାବୁଛି ଟାଇଗର ନାଁ ତା ପାଇଁ ପ୍ରକୃତରେ ପ୍ରଯୁଯ୍ୟ ଥିଲା ବୋଲି ଜ୍ୟାକି କହିଛନ୍ତି ।
BREAKING NEWS
- ବ୍ରିକ୍ସ ୨୦୨୬ର ନୂଆ ଲୋଗୋ ଓ ୱେବସାଇଟ୍ ଲଞ୍ଚ କଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର
- ହ୍ୟୁମାନ୍ ସାଗର ମୃତ୍ୟୁ ମାମଲା: ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ
- ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ବିବାହର ନିଷ୍ପତ୍ତିରେ ଝିଅର ସ୍ବୀକୃତି ନେବା ନିତ୍ୟାନ୍ତ ଆବଶ୍ୟକ..
- Rashami Desai: ୮ ବର୍ଷ ଧରି ଡିପ୍ରେସନରେ ଥିଲେ ରଶ୍ମୀ ଦେଶାଇ.. ନିଜ କଥା କଲେ ଖୁଲାସା
- ଗାର୍ଲଫ୍ରେଣ୍ଡ୍ ସୋଫିଙ୍କ ସହ ନିର୍ବନ୍ଧ କଲେ ଶିଖର ଧାୱନ…
- Trump On Supreme Court Ruling On Tariffs: “ବରବାଦ୍ ହୋଇଯିବ ଆମେରିକା…”; ଭୟରେ ଟ୍ରମ୍ପ!
- ବାପା-ମାଙ୍କୁ ହଇରାଣ କଲେ ୧୦ ପ୍ରତିଶତ ଦରମା କଟାଯିବ
- ୧୪ରୁ କିଟରେ ଚେସ୍ ମହାକୁମ୍ଭ ଆରମ୍ଭ
- Ganja Smuggled: ପାଣି ବୋତଲଗାଡିରୁ ୧ କ୍ଵିଣ୍ଟାଲ ୬୦ କେଜି ଗଞ୍ଜେଇ ଜବତ, ୨ ଗିରଫ
- Blood-Written Letter to President: ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖିଲେ ଅଧ୍ୟାପିକା
Comments are closed.