ସୁୁବର୍ଣ୍ଣପୁର : ସୁୁବର୍ଣ୍ଣପୁର ଜିଲ୍ଲା ବନିକା ମହାନଦୀ ବ୍ରିଜ ଉପରେ ନଦୀକୁ ଡେଇଁ ଜଣେ ଯୁବକ ଗୁରୁତର ।ଯୁବକ ଜଣକ ବନିକା ଭଣ୍ଡାର ପଞ୍ଚାୟତ ଆମ୍ବପାଲି ଗାଁର ରୋହିତ ସୁନା ବୋଲି ଜଣାପଡିଛି । ସ୍ଥାନୀୟ ଲୋକ ଯୁବକଙ୍କୁ ଦେଖି ତୁରନ୍ତ ବନିକା ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହାନୀ ଘଟଣା ସ୍ଥଳରେ ପହଁଞ୍ଚି ଯୁବକଙ୍କୁ ଉଦ୍ଧାର କରି ବନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି । ସେଠାରେ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି । ବନିକା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଅଧିକ ଅନୁସନ୍ଧାନ ଜାରି ରଖିଛନ୍ତି ।
BREAKING NEWS
- ବଡ଼ଧରଣର ଡ଼କାୟତି ଘଟଣାରେ ପର୍ଦ୍ଦାଫାସ; ୭ ଡକାୟତ ଗିରଫ, ନଗଦ ଟଙ୍କା ସହ ସୁନା ଅଳଙ୍କାର ଜବତ
- ହୋଲିରେ ମିଳିବ ନି ମଦ, ଅମାନିଆଙ୍କୁ ସାବାଡ କରିବାକୁ ପ୍ରସ୍ତୁତ କମିଶନରେଟ ପୋଲିସ
- ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି ଖେଳିବ ୫ ମ୍ୟାଚ
- Cough Syrup Seized: ଶତାଧିକ ବୋତଲ କଫ୍ ସିରପ୍ ଓ ନିଶା ଟାବଲେଟ୍ ଜବତ, ୩ ଗିରଫ
- Earthquake: ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୨
- ଇସ୍ରାଏଲର ବଡ ଦାବି, ଆକ୍ରମଣରେ ଇରାନ ନୂଆ ରକ୍ଷାମନ୍ତ୍ରୀଙ୍କର ମୃତ୍ୟୁ, ଦିନକ ପୂର୍ବରୁ…
- KP Unnikrishnan Passed Away: ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନ
- Turtles Seized: ବିକ୍ରି ପୂର୍ବରୁ ୨୦୦ ଜୀବନ୍ତ କଇଁଛ ଜବତ, ମାଫିଆ ଫେରାର
- Rajyasabha Election: ରାଜ୍ୟସଭା ନିର୍ବାଚନ ନେଇ ଆସିଲା ବଡ ଖବର, ଦିଲ୍ଲୀପ ରାୟ ହେବେ ସ୍ବାଧୀନ ପ୍ରାର୍ଥୀ..
- ଟି୨୦ ବିଶ୍ୱକପ: ଭାରତରେ ଫସି ରହିଛନ୍ତି ଜିମ୍ବାୱେ, ୱେଷ୍ଟଇଣ୍ଡିଜ ଟିମ
Comments are closed.