ଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ୨,୦୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ୭୧ ଜଣଙ୍କ ମୃତ୍ୟୁ ହୋଇଯାଇଛି ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଶନିବାର ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ବଢିଛି ବୋଲି ଆକଳନ କରାଯାଇଛି ।୨୪ ଘଣ୍ଟାରେ ପଜିଟିଭ୍ ସଂଖ୍ୟାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୬୦,୦୮୦ରେ ପହଁଞ୍ଚିଛି । ଗତ ୨୪ ଘଣ୍ଟାରେ ହୋଇଥିବା ୭୧ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ ମୃତ୍ୟୁସଂଖ୍ୟା ୫, ୧୬, ୩୫୨ରେ ପହଁଞ୍ଚିଛି । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୭୮୦୨।
BREAKING NEWS
- ନେପାଳ ବନ୍ୟା: ହଜାରେ ଛୁଇଁପାରେ ମୃତ୍ୟୁ ସଂଖ୍ୟା…
- ModiPutin:ଦ୍ୱିପାକ୍ଷିକ ବୈଠକ ପରେ…’ନୋମାଡ୍ ଗେମ୍ସ’ ପାଇଁ ଗୋଟିଏ ଗାଡ଼ିରେ ଯାତ୍ରା କଲେ ମୋଦୀ- ପୁଟିନ,ବିଶ୍ୱକୁ ଦେଲେ ଏକ ବଡ଼ ବାର୍ତ୍ତା
- ମଜବୁତ ହେଉଛି ଭାରତ-ରୁଷ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ଉଦ୍ୟମକୁ ପ୍ରଶଂସା କଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍
- ଟ୍ରେନ୍ରେ ଭିଡ଼ କମାଇବାକୁ ରେଳବାଇର ନୂଆ ଯୋଜନା: ସେପ୍ଟେମ୍ବର ମାସ ପାଇଁ ବଢିବ ଏସି ଓ ସ୍ଲିପର କୋଚ୍ ସଂଖ୍ୟା
- ରାଜ୍ୟରେ ଆଉ ୩ ଦିନ ବର୍ଷିବ: ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜକୁ ଆଇଏମଡିର ‘ରେଡ୍ ଆଲର୍ଟ’
- Safety of tourists at Deomali:ଦେଓମାଳିରେ ସୁରକ୍ଷାକୁ ନେଇ ଲାଗିବ CCTV , ଜଗିବେ ସୁରକ୍ଷାକର୍ମୀ;ପର୍ଯ୍ୟଟକଙ୍କ ଉପରେ ହୋଇଥିଲା ଆକ୍ରମଣ
- ସିନ୍ଧୁ ଜଳ ଚୁକ୍ତି ମାମଲାରେ ଆନ୍ତର୍ଜାତୀୟ ରାୟକୁ ପ୍ରତ୍ୟାଖ୍ୟାନ କଲା ଭାରତ
- ଆଫଗାନିସ୍ତାନ ବିପକ୍ଷ ସିରିଜ : ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନା, ବୁମରାଙ୍କୁ ନେଇ ସସପେନ୍ସ
- AFC U-20 Asian Cup qualifier: ସିରିଆକୁ ୧-୦ରେ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ
- Odisha Education:ଏହି ବର୍ଗର ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି; ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଆଡମିଶନ ବେଳେ ତୁରନ୍ତ ଦେବାକୁ ପଡ଼ିବନି ଫି

Comments are closed.