Latest Odisha News

ଅନ୍ତର୍ଜାତୀୟ ପୁରସ୍କାର ଜିତିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ଅନ୍ତର୍ଜାତୀୟ ପୁରସ୍କାର ଜିତିଲେ ଓଡ଼ିଶାର ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

ଋଷିଆର ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଆନ୍ସିପ୍-୨୦୨୪ରେ ବିଜୟୀ ହୋଇ ଗୋଲ୍ଡେନ୍ ସ୍ୟାଣ୍ଡ୍ ମାଷ୍ଟର୍ସ ଆୱାର୍ଡ ସହ ସ୍ୱର୍ଣ୍ଣପଦକ।

ଆଇକନିକ୍ ପିଟର୍ ଆଣ୍ଡ୍ ପଲ୍ ଫୋଟ୍ ସମ୍ମୁଖରେ ୧୨ ଫୁଟ ଉଚ୍ଚ ବାଲୁକା କଳାରେ ରଥାରୁଢ଼ ଶ୍ରୀଜଗନ୍ନାଥ ଓ ଭକ୍ତ ବଳରାମ ଦାସଙ୍କୁ ପ୍ରଦର୍ଶିତ କରିଥିଲେ।

ଏହି ସଫଳତାକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି।

Comments are closed.