Latest Odisha News

BREAKING NEWS

Browsing Tag

Sudarsan Pattnaik

ଓସ୍କାର ପୁରସ୍କାର ପାଇଁ ବାଲୁକା କଳାରେ ଶୁଭେଚ୍ଛା

ପୁରୀ : ଚଳିତ ବର୍ଷ ଭାରତୀୟ ସିନେମା ପାଇଁ ସଫଳତାର ବର୍ଷ । ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଇତିହାସ ସୃଷ୍ଟି କରିଛି ‘RRR’ ଫିଲ୍ମର ନାଟୁ ନାଟୁ ଗୀତ ଏବଂ  ଚଳଚ୍ଚିତ୍ର ‘ଦ ଏଲିଫ୍ୟାଣ୍ଟ ହ୍ୱିସପରର୍ସ’ । ‘RRR’ ଫିଲ୍ମର ନାଟୁ ନାଟୁ ଗୀତକୁ ଓରିଜିନାଲ ଗୀତ ବର୍ଗରେ ଏବଂ ଚଳଚ୍ଚିତ୍ର ‘…

KBCରେ ସ୍ଥାନ ପାଇଲା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୁ ନେଇ ପ୍ରଶ୍ନ

ମୁମ୍ବାଇ: ଟିଭି ଦୁନିଆର ସବୁଠାରୁ ଲୋକପ୍ରିୟ ରିଆଲିଟି ସୋ କୌନ ବନେଗା କରୋଡପତିରେ ଓଡିଶାକୁ ନେଇ ଏକ ପ୍ରଶ୍ନ ସ୍ଥାନ ପାଇଛି । ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଏକ ବାଲୁକା କଳାକୁ ନେଇ ଏହି ପ୍ରଶ୍ନ ରହିଥିଲା । କେବିସି ହଟ ସିଟରେ ଥିଲେ ମାଇକ୍ରୋ ବାୟୋଲଜି ପ୍ରଫେସର…

ବିଶ୍ଵ ହସ୍ତୀ ଦିବସ: ସଚେତନ କରିବା ଉଦ୍ଦେଶ୍ୟରେ ସୁଦର୍ଶନଙ୍କ ବାଲୁକା କଳା

ଭୁବନେଶ୍ୱର : ବିଶ୍ଵ ହସ୍ତୀ ଦିବସ ଅବସରରେ ଆଜି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ସଚେତନ କରିବାର ଉଦ୍ୟମ କରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରଠାରେ ବାଲିରେ ସେ ଏକ ମାଆ ହାତୀ ଓ ଛୁଆ ହାତୀକୁ ଦର୍ଶାଇଛନ୍ତି । ଦିନକୁ ଦିନ ମଣିଷ…

ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜନ ପୂର୍ବରୁ ପୁରୀ ବେଳାଭୁମିରେ ବାଲୁକା ପ୍ରତିରୂପ ପ୍ରସ୍ତୁତ କଲେ ସୁଦର୍ଶନ

ପୁରୀ: ଆସନ୍ତାକାଲି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଅନୁଷ୍ଠିତ ହେବ । ତେବେ ପୁରୀ ବେଳା ଭୂମିରେ ଦେଖିବାକୁ ମିଳିଛି ରାମ ମନ୍ଦିର ଡିଜାଇନ୍‌ର ଅବିକଳ ପ୍ରତିରୂପ । ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହିପରି ଏକ…

ସହିଦ ବୀର ଯବାନଙ୍କୁ ବାଲୁକା କଳାରେ ଶିଳ୍ପୀ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି

ପୁରୀ: ଲଦାଖ ସୀମାନ୍ତରେ ଚୀନ ସେନାଙ୍କ ବର୍ବରୋଚିତ ଆକ୍ରମଣକୁ ପ୍ରତିହତ କରି ଦେଶମାତୃକା ଲାଗି ୨୦ ଜଣ ଭାରତୀୟ ବୀର ଯବାନ ସହିଦ ହୋଇଛନ୍ତି । ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ହୋଇଥିବା ଚୀନ ସୈନିକମାନଙ୍କୁ ଘନ ଘନ ଆକ୍ରମଣ କରି ଦେଶ ଲାଗି ପ୍ରାଣ ବିସର୍ଜନ କରିଥିଲେ ଏହି ଭାରତୀୟ ଯବାନ ।…

ହାତ ତିଆରି ମାସ୍କ ପିନ୍ଧିବା ପାଇଁ ସଚେତନ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ଗୁରୁବାରଠାରୁ ଘରୁ ବାହାରିବା ମାତ୍ରେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଲୋକଙ୍କୁ ଏଥି ପାଇଁ ସଚେତନ କରିବା ତଥା ନିଜେ ନିଜର ମାସ୍କ ତିଆରି କରିବା ପାଇଁ ଉତ୍ସାହିତ କରିବାକୁ ଆଗେଇ ଆସିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏଥି ପାଇଁ…