Latest Odisha News

BREAKING NEWS

ସୁରକ୍ଷାକର୍ମୀଙ୍କ ଗୁଳିରେ ସଫା ହେଲେ ହିଜବୁଲ ମୁଜାହିଦ୍ଦିନର ୩ ଆତଙ୍କୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ହିଜବୁଲ ମାଜାହିଦ୍ଦିନର ୩ ଆତଙ୍କବାଦୀ । ଆତ୍ମଘାତୀ ଆକ୍ରମଣ ଷଡଯନ୍ତ୍ରରେ ଏହି ଆତଙ୍କର ଥିଲେ । ଗୁରୁବାର ରାତିରୁ ଏହି ଆତଙ୍କବାଦୀଙ୍କ ସମ୍ପର୍କରେ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ଆତଙ୍କବାଦୀମାନଙ୍କୁ ଆତ୍ମ ସମର୍ପଣ କରିବା ପାଇଁ କୁହାଯାଇଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ ।

ଶେଷରେ ସୁରକ୍ଷାକର୍ମୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ । ଏହି ୩ଜଣ ଆତଙ୍କବାଦୀଙ୍କ ନାମ ହେଲା ଶିରାଜ ଅହମ୍ମଦ ୱୱାର ଅହମ୍ମଦ ଓ ଅମୀର ରିୟାଜ । ମୋବାଇଲ ଯୋଗୁ ଏହି ଆତଙ୍କବାଦୀମାନେ ଧରା ପଡିଥିଲେ ।

Leave A Reply

Your email address will not be published.