Latest Odisha News

ଗୋପନରେ ବିବାହ କଲେ ବିଧାୟକ ପ୍ରିତିରଞ୍ଜନ ଘଡାଇ, ସୋସିଆଲ ମିଡିଆରେ ଫଟୋ ଭାଇରଲ..

ଭୁବନେଶ୍ୱର: ଲୁଚି ଲୁଚି ବିବାହ କଲେ ସୁକିନ୍ଦା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କଙ୍କ ପୁତ୍ର ପ୍ରିତିରଞ୍ଜନ ଘଡାଇ । ଓଲିଉଡ ଅଭିନେତ୍ରୀ ଝିଲିକଙ୍କ ହାତ ଧରିଛନ୍ତି ସୁକିନ୍ଦା ବିଧାୟକ । ଗଞ୍ଜାମ ପଥରା ଚିଲିକା ରିସର୍ଟରେ ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହୋଇଛି ଏହି ହାଇ ପ୍ରୋଫାଇଲ ବିବାହ ।

ଝିଲିକ ଓ ପ୍ରୀତିରଞ୍ଜନଙ୍କ ବିବାହ ଫଟୋ ଅଭିନେତ୍ରୀ ଝିଲିକ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟରୁ ପୋଷ୍ଟ କରିଛନ୍ତି।

ବିବାହ ପୂର୍ବରୁ ଡାନି-ଝିଲିକଙ୍କ ସିକ୍ରେଟ୍‌ ରିଙ୍ଗ୍ ସେରିମନିର ଭିଡିଓ ମଧ୍ୟ ଭାଇରାଲ ହେଇଥିଲା।

ତେବେ ଏହି ଷ୍ଟାର ଦମ୍ପତିଙ୍କୁ  ବିବାହ ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Leave A Reply

Your email address will not be published.