Latest Odisha News

BREAKING NEWS

ଫାର୍ମହାଉସ କେୟାରଟେକର କହିଲେ ସୁଶାନ୍ତ ସାର୍ ଅମର, ଆକବର, ଆନ୍ଥୋନୀ ପାଇଁ ଅର୍ଥ ଟ୍ରାନ୍ସଫର କରିଥିଲେ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସରେ ପ୍ରତ୍ୟେକ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଶନିବାର ତାଙ୍କ ଲୋନାଭାଲ ଫାର୍ମ ହାଉସ କେୟାରଟେକର ରଇସ ଚାଂଚଲ୍ୟକର ଖୁଲସା କରିଛନ୍ତି । ସେ କହିଛନ୍ତି ସୁଶାନ୍ତ ସାର ମୃତ୍ୟୁ ପୂର୍ବରୁ ଅମର, ଆକବର ଓ ଆନ୍ଥୋନୀଙ୍କ ପାଇଁ ଫଣ୍ଡ ଟ୍ରାନ୍ସଫର କରିଥିଲେ । ଏମାନେ ହେଉଛନ୍ତି ସୁଶାନ୍ତଙ୍କ ଅତି ପ୍ରିୟ କୁନି ପୋଷା କୁକୁର । ପ୍ରତ୍ୟେକ ମାସରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସେ ଦେଉଥିଲେ । ଏପରି କି ସେ ଅଗଷ୍ଟ ପର୍ଯ୍ୟନ୍ତ ଅର୍ଥ ଅଗ୍ରୀମ ଆକାରରେ ଦେଇଥିଲେ ।

ସେଠାରେ ସେ ଅରଗାନିକ ଫାର୍ମିଂ କରିବା ପାଇଁ ସମସ୍ତ ପ୍ରକାର ଯୋଜନା କରିଥିଲେ । ସାମ୍ୟୁଏଲ ମିରିଣ୍ଡା ଓ ଦୀପେଶ ସାୱନ୍ତଙ୍କୁ ସେ ମୋ ପାଖକୁ ଏ ନେଇ ତାଲିକା କରି ପଠାଇଥିଲେ ବୋଲି ରଇସ କହିଛନ୍ତି । ଲକଡାଉନ ପରେ ସେ ଏଠାରେ ଆସି ରହିବା ପାଇଁ ଚିନ୍ତା କରିଥିଲେ ବୋଲି କେୟାରଟେକର କହିଛନ୍ତି ।

Leave A Reply

Your email address will not be published.