କେନ୍ଦୁଝର: କେନ୍ଦୁଝରର ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ନିଜେ ସୂଚନା ଦେଇଛନ୍ତି ବିଧାୟକ । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏଯାଏ ୧୯ ବିଧାୟକ ଓ ୩ ସାଂସଦ କୋରୋନା ପଜିଟିଭ୍ ଚିହ୍ନଟ ହେଲେଣି। ସେମାନଙ୍କ ମଧ୍ୟରେ ୩ ଜଣ ମନ୍ତ୍ରୀ ଥିବା ସୂଚନା ମିଳିଛି।
BREAKING NEWS
- ନୌସେନାଙ୍କୁ ମିଳିବ ୩,୩୦୦ରୁ ଅଧିକ ନୂଆ ଅଗ୍ନିବୀର, INS ଚିଲକାରେ ଅନୁଷ୍ଠିତ ହେବ ପାସିଂ ଆଉଟ୍ ପରେଡ୍
- ସମାନ କାମ, ନୂଆ ନାମ… କୁଲଗାମରେ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ଆତଙ୍କବାଦୀ ସଂଗଠନ କିଏ?
- BJP On Belonging: ସୋନିଆଙ୍କ ବହିକୁ ନେଇ ତେଜିଲା ରାଜନୀତି, କଟାକ୍ଷ କରି କହିଲା ବିଜେପି, ‘ଇତିହାସର ଭୁଲ୍କୁ ଘୋଡ଼ାଇବାର ପ୍ରୟାସ…’
- ୩ କୋଟିରୁ ଊର୍ଦ୍ଧ୍ବ ସରକାରୀ ପାଣ୍ଠି ଆତ୍ମସାତ୍; ରାଜସ୍ୱ ସହାୟକଙ୍କୁ ବାନ୍ଧିଲା ଭିଜିଲାନ୍ସ
- ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ୧୫ ବେଳକୁ…
- ମହିଳା ହୋମଗାର୍ଡଙ୍କୁ ଅସଦାଚରଣ ଅଭିଯୋଗ; ନିଲମ୍ବିତ ହେଲେ ଏଏସଆଇ
- Malaysia Flash Flood Update: ମାଲେସିଆରେ ଦୁଃଖର ଦୀପାବଳି, ହଠାତ୍ ବନ୍ୟାରେ କେରଳମ୍ର ୨ ମୃତ, ତାମିଲନାଡୁର ଜଣେ ନିଖୋଜ ସୂଚନା
- ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ; ୧୫ ଡିଗ୍ରୀ ତଳେ ରାଜ୍ୟର ୨ଟି ସହର
- ପୁରୀର ମଲ୍ଟିଲେଭେଲ୍ କାର୍ ପାର୍କିଂରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
- ସାଂସଦ ଅଭିଷେକ ବାନାର୍ଜୀଙ୍କ ଘର ବାହାରେ ଚାଲିଲା ବୁଲଡୋଜର, ଭଙ୍ଗାଗଲା ବେଆଇନ..
Comments are closed.