ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶୁକ୍ରବାର ଦିନ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କୁ ଡ୍ରଗ୍ ମାମଲାରେ ଗିରଫ କରିଛି।
ବାନ୍ଦ୍ରା ଫ୍ଲାଟରେ ସୁଶାନ୍ତ ସିଂ ରାଜପୁତଙ୍କ ସହ ରହୁଥିବା ସିଦ୍ଧାର୍ଥ ପିଠାନି ଜୁନ୍ ୧୪ରେ ସୁଶାନ୍ତଙ୍କୁ ତାଙ୍କ ଫ୍ଲାଟ୍ରେ ଝୁଲନ୍ତା ଅବସ୍ଥାରେ ପ୍ରଥମେ ଦେଖିଥିଲେ।
ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ ମାମଲାର ଯାଞ୍ଚ କରୁଥିବା ଏନସିବି ହାଇଦ୍ରାବାଦରୁ ସିଦ୍ଧାର୍ଥ ପିଠାନିଙ୍କୁ ଗିରଫ କରିଛି।
Comments are closed.