Latest Odisha News

BREAKING NEWS

ମା’ ହେବେ ଅଭିନେତ୍ରୀ ଚାରୁ

ନୂଆଦିଲ୍ଲୀ: ଟେଲି ଅଭିନେତ୍ରୀ ଚାରୁ ଆସୋପା ସେନ୍‌ ଖୁବ୍‌ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଖୁବ୍‌ ଶୀଘ୍ର ତାଙ୍କ କୋଳକୁ ଆସିବ ନୂଆ ଅତିଥି। ତେବେ ଏନେଇ ଅଭିନେତ୍ରୀ ଚାରୁ ଏବଂ ତାଙ୍କ ପତି ରାଜୀବ ସେନ୍‌ ସୋସିଆଲ୍‌ ମିଡିଆରେ ଘେଷଣା କରିଛନ୍ତି।

ରାଜୀବ ହେଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ। ଏହାସହିତ ସେ ଜଣେ ଉଦ୍ୟୋଗୀ ଏବଂ ମଡେଲ ମଧ୍ୟ।ରାଜୀବ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଖୁସି ଖବର ସେୟାର କରିଥିଲେ। ଇନଷ୍ଟାଗ୍ରାମରେ ତାଙ୍କ ପତ୍ନୀ ଚାରୁଙ୍କ ସହ ଏକ ଫଟୋ ମଧ୍ୟ ସେୟାର କରିଥିଲେ।

Comments are closed.