Latest Odisha News

BREAKING NEWS

ସରପଞ୍ଚଙ୍କ ସ୍ୱାମୀଙ୍କୁ ଗଳାକାଟି ହତ୍ୟା କଲେ ନକ୍ସଲ

ଛତିଶଗଡ : ଛତିଶଗଡ ନାରାୟଣପୁରରେ ପୁଣି ମାଓ ହିଂସା । ଫରେସଗା ଥାନା ଅନ୍ତର୍ଗତ କରମରି ଗ୍ରାମର ସରପଞ୍ଚ ଙ୍କ ସ୍ୱାମୀ ଙ୍କ ଗଳା କାଟି ହତ୍ୟା କରିଛନ୍ତି ସଶସ୍ତ୍ର ନକ୍ସଲ । ଏହା ସହ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିୟୋଜିତ ଥିବା ପ୍ରୋକଲିନ ଓ ଟ୍ରାକ୍ଟର କୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍ ବାହିନୀ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି ।

Leave A Reply

Your email address will not be published.