Latest Odisha News

BREAKING NEWS

Browsing Tag

Chatishgarh

ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ, କ୍ଷେତ୍ର ପରିଦର୍ଶନରେ ଆସୁଛନ୍ତି ଟ୍ରିବ୍ୟୁନାଲ ଟିମ୍

ଭୁବନେଶ୍ବର : ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲର ଏକ ସ୍ୱତନ୍ତ୍ର ଟିମ୍, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମଙ୍ଗଳବାର ଅପରାହ୍ନରେ ଛତିଶଗଡ଼ ରାୟପୁରରେ ପହଞ୍ଚିବେ। ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଏଏମ ଖନବିକରଙ୍କ ନେତୃତ୍ୱରେ ଆସୁଥିବା ଏହି ଟିମରେ ବୈଷୟିକ ଟିମ ସହିତ…

ମହାନଦୀ ଜଳ ବିବାଦରେ ଗୃହରେ ବିବୃତି ରଖିଲେ ଜଳ ସମ୍ପଦ ମନ୍ତ୍ରୀ, ସମାଧାନ ପାଇଁ ଲୋଡିଲେ ସମସ୍ତଙ୍କ ସହଯୋଗ

ଭୁବନେଶ୍ବର : ମହାନଦୀ ଜଳ ବିବାଦ ନେଇ ଗୃହରେ ଶୁକ୍ରବାର ବିବୃତି ରଖିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ମହାନଦୀ ଜଳ ବିବାଦ ପଛରେ ଛତିଶଗଡ଼ ଏକ ତରଫା ଓ ବେଆଇନ ଭାବେ ପାଣି ଅଟକାଇବା ଦାୟୀ । ୬ଟି ବିଶାଳକାୟ ଶିଳ୍ପ ଭିତ୍ତିକ ବ୍ୟାରେଜ କରି ମହାନଦୀ…

ଶୂନ୍ୟକାଳରେ ଉଠିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ, ଶାସକ-ବିରୋଧୀଙ୍କ ମୁହାଁମୁହିଁ ଭିତରେ ସଜାଗ କଲେ ସୌମ୍ୟ

ଭୁବନେଶ୍ବର : ବିଧାନସଭାର ଶୂନ୍ୟକାଳରେ ମଙ୍ଗଳବାର ଉଠିଥିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ । ଶାସକ ଦଳକୁ ଟାର୍ଗେଟ କରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ମହାନଦୀ ଜଳ ବିବାଦ ନେଇ ଗୃହରେ ବହୁତ ଥର ଆଲୋଚନା ହୋଇଛି । ମହାନଦୀ ବିବାଦକୁ ନେଇ 2017ରେ ବାଚସ୍ପତି ପ୍ରଦୀପ ଅମାତଙ୍କ…

ହୀରାକୁଦ ଜଳସ୍ତର ହ୍ରାସ ପଛରେ ମହାନଦୀ ବିବାଦ, ଟ୍ରିବ୍ୟୁନାଲଙ୍କ ଏପ୍ରିଲ ଗସ୍ତ ଉପରେ ନଜର

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ଏବେର ନୁହେଁ । ଅନେକବର୍ଷ ଧରି ଓଡ଼ିଶା ଓ ପଡୋଶୀ ଛତିଶଗଡ଼ ମଧ୍ୟରେ ପାଣିକୁ ନେଇ ଚାଲିଥିବା ଏହି ବିବାଦର ସମାଧାନ ହେବ କଣ, ଓଲଟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ଏହି ବିବାଦର ସମାଧନ ପାଇଁ କେନ୍ଦ୍ର ଜଳ ମନ୍ତ୍ରାଳୟଙ୍କ…

ସାମ୍ବାଦିକଙ୍କୁ ଧମକ ଦେଲେ ଜେଲ୍‌ ! ମହାରାଷ୍ଟ୍ର ପରେ ଛତିଶଗଡ଼ରେ ଲାଗୁ ହେଲା ଆଇନ

ଛତିଶଗଡ଼ : ଏଣିକି ଛତିଶଗଡ଼ରେ ସାମ୍ବାଦିକଙ୍କୁ ଧମକ ଦେଲେ ଜେଲ୍‌ ଯିବେ। କାରଣ ମହାରାଷ୍ଟ୍ର ପରେ ଏବେ ଛତିଶଗଡ଼ରେ ଲାଗୁ ହୋଇଛି ସାମ୍ବାଦିକ ସୁରକ୍ଷା ଆଇନ। ସର୍ବସମ୍ମତି କ୍ରମେ ଛତିଶଗଡ଼ ବିଧାନସଭାରେ ପାରିତ ହୋଇଛି ସାମ୍ବାଦିକ ସୁରକ୍ଷା ବିଲ୍‌। ଏହି ଆଇନ ସର୍ବସମ୍ମତି କ୍ରମେ ପାରିତ ହେବା ପରେ…

ସରପଞ୍ଚଙ୍କ ସ୍ୱାମୀଙ୍କୁ ଗଳାକାଟି ହତ୍ୟା କଲେ ନକ୍ସଲ

ଛତିଶଗଡ : ଛତିଶଗଡ ନାରାୟଣପୁରରେ ପୁଣି ମାଓ ହିଂସା । ଫରେସଗା ଥାନା ଅନ୍ତର୍ଗତ କରମରି ଗ୍ରାମର ସରପଞ୍ଚ ଙ୍କ ସ୍ୱାମୀ ଙ୍କ ଗଳା କାଟି ହତ୍ୟା କରିଛନ୍ତି ସଶସ୍ତ୍ର ନକ୍ସଲ । ଏହା ସହ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିୟୋଜିତ ଥିବା ପ୍ରୋକଲିନ ଓ ଟ୍ରାକ୍ଟର କୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍…